Latest Odisha News

BREAKING NEWS

Browsing Tag

teamindia

ଭାରତକୁ ୨୫୦ ରନର ଟାର୍ଗେଟ ଦେଲା ସାଉଥ ଆଫ୍ରିକା

ଲକ୍ଷ୍ନୌ: ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୨୫୦ ରନର ଟାର୍ଗେଟ ଦେଇଛି ସାଉଥ୍ ଆଫ୍ରିକା।  ନିର୍ଦ୍ଧାରିତ ୪୦ ଓଭରରେ ୪ ୱିକେଟ ହରାଇ ୨୪୯ ରନ କରିବାକୁ ସକ୍ଷମ ହୋଇଛି ସାଉଥ ଆଫ୍ରିକା। ଲକ୍ଷ୍ନୌରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବର୍ଷା ପାଇଁ ବିଳମ୍ଭରେ ଖେଳ ଆରମ୍ଭ ହୋଇଥିଲା । ବର୍ଷାବାଧିତ…

ପାକିସ୍ତାନ ସହ ଖେଳିବାକୁ ଭାରତୀୟ ଟିମ ପ୍ରସ୍ତୁତ: ରାହୁଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହେଉଛି ଏସିଆ କପ୍ । ଦୁବାଇରେ ଖେଳାଯାଉଥିବା  ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା । ତେବେ ରବିବାର ଅର୍ଥାତ ପରଦିନ ଅଗଷ୍ଟ ୨୮ରେ  ହାଇପ୍ରୋଫାଇଲ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ଏହାକୁ ନେଇ କ୍ରିକେଟ…

ଏସିଆ କପ୍, ଆଉ ଦୁଇଦିନ ପରେ ଭାରତ-ପାକିସ୍ତାନ ମ୍ୟାଚ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ଏସିଆ କପ୍ । ତେବେ ଏଥର ଏସିଆ କପରେ ଭାରତ ପାକିସ୍ତାନ ମ୍ୟାଚରେ କିଏ ଜିତିବ ତାକୁ ନେଇ ଏବେଠୁ ଚର୍ଚା ଆରମ୍ଭ ହୋଇଯାଇଛି । ଆସନ୍ତା ଅଗଷ୍ଟ 28ରେ ପାକିସ୍ତାନକୁ ଭେଟିବ ଭାରତ । https://www.youtube.com/watch?v=hYvjn-QipQE ଏହି…

ଜିମ୍ବାୱେକୁ 13 ରନରେ ହରାଇଲା ଭାରତ

ଜିମ୍ବାୱେ କୁ ଶେଷ ଏକଦିବସୀୟ ମ୍ୟାଚରେ 13ରନରେ ପରାସ୍ତ କରିଛି ଇଣ୍ଡିଆ । ଶୁଭମାନ ଗିଲଙ୍କ ଶତକ ବଳରେ ଭାରତ ନିର୍ଦ୍ଦାରିତ ଓଭରରେ ୮ ଓ୍ବିକେଟ ହରାଇ ୨୮୯ ରନ କରିଥିଲା ଜବାବରେ ଶେଷ ଓଭରରେ 276 ରନ କରି ଅଲ ଆଉଟ ହୋଇଯାଇଥିଲା ଜିମ୍ବାଓ୍ବେ । ପୂର୍ବରୁ ଦୁଇଟି ଯାକ ଦିନିକିଆ ଜିତିଥିବା ଭାରତ…

ସପ୍ତମରୁ ପଞ୍ଚମ ସ୍ଥାନକୁ ଲମ୍ଫ ମାରିଲା ଭାରତ

ଭାରତ ଏବେ 9ଟି ସ୍ବର୍ଣ୍ଣ ପଦକ ଜିତିବା ସହ 5 ମ ସ୍ଥାନରେ ରହିଛି । ରାଜ୍ୟଗୋଷ୍ଠୀ କ୍ରୀଡାରେ 9ଟି ସ୍ବର୍ଣ୍ଣ ଭାରତ ଜିତିଥିବା ବେଳେ 11ଟି ରୈାପ୍ୟ ଏବଂ 10ଟି କାଂସ୍ୟ ପଦକ ଜିତିଛି । ତେବେ ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ 55 ଟି ସ୍ବର୍ଣ୍ଣ, 45 ଟି ରୈାପ୍ୟ ଏବଂ 46ଟି…

ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ

ଦ୍ବିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି । ଓ୍ବେଷ୍ଟଇଣ୍ଡିଜକୁ 2 ଉଇକେଟରେ ପରାସ୍ତ କରିଛି ଶେଖରବାହିନୀ । ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଛି ଟିମ ଇଣ୍ଡିଆ । ଭଲ ଖେଳି ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।  ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା…

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ…