କୃଷକମାନଙ୍କୁ ରାଜନୀତିକୁ ଆସିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ସି ଆରଙ୍କ ଆହ୍ୱାନ
ଭୁବନେଶ୍ୱର : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଭେଟିଛନ୍ତି ୨୬ଟି ରାଜ୍ୟରୁ ଆସିଥିବା କୃଷକ ସଂଗଠନର ପ୍ରତିନିଧି । ଗାଁ ରୁ ରାଷ୍ଟ୍ରୀୟସ୍ତର ପର୍ଯ୍ୟନ୍ତ କୃଷକ ମାନଙ୍କୁ ଏକଜୁଟ କରି ଭାରତୀୟ କୃଷକ ବଞ୍ଚାଅ ଆନ୍ଦୋଳନର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ । ରବିବାର ଦିନ…