Latest Odisha News
Browsing Tag

Temperature

ଚନ୍ଦ୍ର ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ, କମିଥିଲା ତାପମାତ୍ରା…

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିଲା। କୋଭିଡ ଲକଡାଉନ ଯୋଗୁ ବିଶ୍ୱରେ ଲକଡାଉନ୍ ମଧ୍ଯ କରାଯାଇଥିଲା। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ…

ଜାନୁଆରୀ ତାତିରେ ରେକର୍ଡ ଭାଙ୍ଗୁଛି ରାଜଧାନୀ

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ରାଜଧାନୀ, ଜାନୁଆରୀରେ ବଢ଼ୁଛି ତାତି । ଭୁବନେଶ୍ୱରରେ ପାରଦ ଡେଇଁଲା ୩୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ତାତି ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ…

୨୪ ଘଣ୍ଟାରେ ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଲାଗି ରହିବ ଶୁଖିଲା ପାଗ, ଆହୁରି ଖସିବ ପାରଦ, ବଢ଼ିବ ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଆଉ ୨ରୁ ୩ ଡିଗ୍ରୀ ଖସିବା ସହ ଶୀତ ବଢ଼ିବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଆସନ୍ତା ୧୮ରୁ ସାମାନ୍ୟ କମିପାରେ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ସହ ଶୁଖିଲା ପାଗ ଲାଗି ରହିଛି । ଆଗାମୀ ୪ରୁ ୫ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ରାତି ତାପମାତ୍ରା ୪ରୁ ୫ ଦିନ ଯାଏ ସ୍ୱାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଯାଏ କମ ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ଆଜିଠୁ ବଢ଼ିବ ତାତି, ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର: ଆଜିଠୁ ତାତିବ ଓଡ଼ିଶା । ବଢ଼ିବ ଦିନର ତାପମାତ୍ରା । ଦୁଇ ଦିନ ଜାରି ରହିବ ଗ୍ରୀଷ୍ମ ଲହରି । ଅନେକ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତାତି ବଢ଼ିବା ସହ ଉପକୂଳ ଓଡ଼ିଶାର କିଛି…

ପାରଦ ଉପରମୁହାଁ: ୩୬ ଡ଼ିଗ୍ରୀ ଉପରେ ୧୦ ସହରରେ ତାପମାତ୍ରା

ଭୁବନେଶ୍ୱର: ବଢୁଛି ପାରଦ । ବଢୁଛି ତାତି । ମାର୍ଚ୍ଚରୁ ରାଜ୍ୟରେ ଅସହ୍ୟ ହେଲାଣି ଖରା । ୩୬ ଡିଗ୍ରୀ ଉପରେ ୧୦ଟି ସହରରେ ତାପମାତ୍ରା ରେକର୍ଡ ହୋଇଛି । ୩୮ ଡିଗ୍ରୀ ସହ ଟିଟଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜ୍ୟକୁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରୁ ବାୟୁ ପ୍ରବାହ ଶକ୍ତିଶାଳୀ…

କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ…

୧୭ ସହରରେ ପାରଦ ଡେଇଁଲା ୪୦ ଡିଗ୍ରୀ, ୪୩.୨ ଡିଗ୍ରୀରେ ଜଳିଲା ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ଜାରି ରହିଛି । ଗତକାଲି ଭଳି ମଧ୍ୟ ଆଜି ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଲଗାତାର ଦ୍ୱିତୀୟ ଦିନ ଲାଗି ତାତି ରାଜଧାନୀବାସୀଙ୍କୁ…

କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ, ରାଜ୍ୟର ଶୀତ ଲହରି ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ଗତକାଲି ଅପେକ୍ଷା ଆଜି ଥଣ୍ଡା ଟିକେ କମିଛି । ଆଜି ରାଜ୍ୟର ୬ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ରହିଥି ପାରଦ । ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା । ଜି.ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ସେହିପରି…

ହାଡ଼ଭଙ୍ଗା ଜାଡ଼: ଫୁଲବାଣୀରେ ୫.୫ ଡିଗ୍ରୀକୁ ଖସିଲା ପାରଦ, ୯ଟି ସହରରେ ତାପମାତ୍ରା ୧୦ଡିଗ୍ରୀରୁ କମ୍

ଭୁବନେଶ୍ୱର: ଖସୁଛି ପାରଦ । ଥରୁଛି ସାରା ଓଡ଼ିଶା । ଫୁଲବାଣୀରୁ ଅନୁଗୁଳ, କୋରାପୁଟରୁ ବାରିପଦା । ଦକ୍ଷିଣରୁ ଉପକୂଳ, ପୁଣି ପଶ୍ଚିମରୁ ଉତ୍ତର ଓଡ଼ିଶା । ସବୁଠି ଏବେ ଶୀତର ରାଜ । ସାରା ରାଜ୍ୟରେ ପ୍ରବଳ ଥଣ୍ଡା । ୫.୫ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଶୀତଳ ସହର ପାଲଟିଛି । ୧୦ ଡିଗ୍ରୀ…