Latest Odisha News

BREAKING NEWS

Browsing Tag

TKSS

କପିଲଙ୍କ ସୋ’କୁ ରିପ୍ଲେସ୍ କରିବ ‘ଇଣ୍ଡିଆସ୍ ଲାଫ୍ଟର୍ ଚାମ୍ପିୟନ୍’ !

ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ପରେ ଛୋଟ ପରଦାକୁ ଫେରିଥିଲା ଦ କପିଲ ଶର୍ମା ସୋ । ସୋ’ର ତୃତୀୟ ସିଜିନ୍ ସେହି ପୁରୁଣା କଳାକାରଙ୍କୁ ନେଇ ଦର୍ଶକଙ୍କୁ ଦେଇଥିଲା ମନୋରଂଜନର ନୂଆ ଡୋଜ୍ । ଦର୍ଶକଙ୍କ କଥା ଛାଡନ୍ତୁ ବଲିଉଡର କଳାକାରମାନେ ବି ନିଜ ଫିଲ୍ମର ପ୍ରମୋଶନ କରିବାକୁ କପିଲଙ୍କ ସୋ’କୁ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫ୍ ଏୟାର୍ ହେବ ଦ କପିଲ ଶର୍ମା ସୋ’

ମୁମ୍ବାଇ: ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇଥିଲେ କମେଡି କିଙ୍ଗ୍ କପିଲ ଶର୍ମା । ଚାଲିଥିଲା ନନ୍ଦିତା ଦାସଙ୍କ ଫିଲ୍ମର ସୁଟିଂ । କପିଲଙ୍କ ନୂଆ ଫିଲ୍ମ ଆସୁଥିବା ନେଇ ଅନେକ ଲୋକ ଖୁସୀ ଥିବାବେଳେ ଏବେ କପିଲଙ୍କ ସୋ’କୁ ନେଇ ସାମ୍ନାକୁ ଆସିଛି ଦୁଃଖଦ ଖବର । ମାସକ ପାଇଁ…

“ଦ କପିଲ ଶର୍ମା ସୋ” ବିରୋଧରେ କୋର୍ଟରେ ମାମଲା ଦାୟର

ମୁୁମ୍ବାଇ: ପୁଣିଥରେ ବିବାଦ ଘେରକୁ ଆସିଛି ଦ କପିଲ ଶର୍ମା ସୋ' । ହେଲେ ଏଥର ସୋ'ର ସମସ୍ତ କ୍ରିଉ ବିରୋଧରେ ଆସିଛି ଏକକାଳୀନ ଅଭିଯୋଗ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା କୋର୍ଟରେ ଦ କପିଲ ଶର୍ମା ସୋ' ବିରୋଧରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଟେଲି ଟାଉନର ଏହି ଚର୍ଚ୍ଚିତ କମେଡି ସୋ'ର…

କପିଲଙ୍କ ସୋ’କୁ କାହିଁକି ଆସିନଥିଲେ ଅମୀର ଖାନ ଓ ଧୋନୀ ?

ମୁମ୍ବାଇ: ଅଭିନେତା ତଥା ହାସ୍ୟ କଳାକାର କପିଲ ଶର୍ମା । ଦ କପିଲ ଶର୍ମା ସୋ'ର ମୁଖ୍ୟ ଚରିତ୍ର । ପ୍ରମୋଶନ କି ଟିଆରପି କେଳେଙ୍କାରୀ ନୁହେଁ । ଖୋଦ କପିଲଙ୍କ ପ୍ରତିଭା ହିଁ ଏହି ସୋ'କୁ ଟିଭି ଜଗତରେ ଆଣିଦେଇଛି ଶୀର୍ଷ ସ୍ଥାନ । କରୋନା ମହାମାରୀରେ ବି ସେ ଦର୍ଶକଙ୍କୁ ହସାଇବାକୁ ଭୁଲିନାହାନ୍ତି ।…