Latest Odisha News

BREAKING NEWS

Browsing Tag

to

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…

ସାବଧାନ୍ ! କୋଭିଡ-୧୯ ସଂକ୍ରମଣର ମାଧ୍ୟମ ସାଜିପାରେ ଏୟାର କଣ୍ଡିସନ୍

ନୂଆଦିଲ୍ଲୀ: ଲକ୍‌-ଡାଉନ ପରେ ବି ଦେଶରେ କରୋନା ମହାମାରୀ ବ୍ୟାପକ ପ୍ରଭାବ ଦେଖାଉଛି । କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଙ୍କଟରୁ ବଂଚିବା ପାଇଁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏୟାର କଣ୍ଡିସନ ମାଧ୍ୟମରେ ସଂକ୍ରମିତ ହୋଇପାରେ…

ସୋସିଆଲ ମିଡିଆରେ ରହସ୍ୟମୟ ଜୀବ; ଏଲିଅନ ସହ ତୁଳନା କଲେ ଲୋକେ !

ଭୁବନେଶ୍ୱର: ରହସ୍ୟମୟ ଜୀବକୁ ନେଇ ଏକ ଭିଡିଓ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି । ଭିଡିଓରେ ଥିବା ଏକ କଳାରଙ୍ଗର ଜୀବକୁ ନେଇ ଅନେକ ଲୋକ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । କେହିକେହି ଏହାକୁ ଏଲିଅନ୍ ଜୀବ ସହ ମଧ୍ୟ ତୁଳନା କରିଛନ୍ତି । Anybody know what this is?…

କୋଭିଡ୍‌-୧୯ ; ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ !

ପଶ୍ଚିମବଙ୍ଗ: ବାହାରିନି କରୋନାଭାଇରସ୍‌ର ପ୍ରତିକାରକ । ହେଲେ ବଜାରରେ ମିଳୁଛି ଆଣ୍ଟି-କରୋନା ମିଠେଇ । କୌଣସି ପ୍ରତିକାରକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ଜଣେ ବ୍ୟକ୍ତି ଏପରି ମିଠେଇ ପ୍ରସ୍ତୁତ କରିଛନ୍ତି । ପଶ୍ଚିମବଙ୍ଗ ଯାଦବପୁରର ହିନ୍ଦୁସ୍ତାନ ସୁଇଟ୍ସ ନାମକ…

ପୁଣି ଛୋଟପରଦାରେ ସାରାଭାଇ v/s ସାରାଭାଇ ଓ ଖିଚଡି, ଜାଣନ୍ତୁ ପ୍ରସାରଣ ସମୟ !

ମୁମ୍ବାଇ: ଦୂରଦର୍ଶନକୁ ଅନୁସରଣ କଲେଣି ଅନ୍ୟ ଟିଭି ଚ୍ୟାନେଲ୍ । ଷ୍ଟାର୍ ଭାରତ୍ ଏବେ ନିଜର ଦୁଇଦୁଇଟି ପପୁଲାର କମେଡି ଟିଭି ସିରିଜର ପୁରୁଣା ଏପିସୋଡ ଗୁଡିକ ପୁନଃ ପ୍ରସାରଣ କରିବ । 16 साल बाद, इंद्रवदन आ रहा है आप से मिलने फिर एक बार! देखिए ''साराभाई Vs साराभाई'', 6…

ଓଡିଶା ଲକ୍‌-ଡାଉନ୍ ; ଏଣିକି ପୋଷ୍ଟ ଅଫିସ୍‌ରୁ ଟଙ୍କା ଉଠାଇପାରିବେ ବ୍ୟାଙ୍କ ଆକାଉଣ୍ଟଧାରୀ !

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ଦେଶରେ ଲାଗୁ ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ଓଡିଶା ପୋଷ୍ଟାଲ ସର୍କଲ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ପୋଷ୍ଟ ଅଫିସରୁ କିମ୍ବା ଏଟିଏମରୁ ଟଙ୍କା ଉଠାଣ କରିବା ପାଇଁ ବ୍ୟବସ୍ଥା କରିଛି । pic.twitter.com/7talrB2o8D — CPMG…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…

କୋଭିଡ୍‌-୧୯: ଅପପ୍ରଚାର କରି ଚାକିରୀ ହରାଇଲେ ଇନ୍‌ଫୋସିସ୍ କର୍ମଚାରୀ !

ବେଙ୍ଗାଲୁରୁ: ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ଇନ୍‌ଫୋସିସ୍ । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରି କର୍ମଚାରୀ ଜଣକ ନିଜ ଚାକିରୀ ହରାଇଛନ୍ତି । ଶୁକ୍ରବାର ଦିନ ବେଙ୍ଗାଲୁରୁ ସ୍ଥିତ ଇନଫୋସିସ୍ ନିଜର ଜଣେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ସୋସିଆଲ୍ ମିଡିଆରେ…

ଲକ୍‌-ଡାଉନ୍ ପ୍ରଭାବ: ୧୩୫ କି.ମି ଚାଲି ଘରେ ପହଂଚିଲେ ଦିନ ମଜୁରିଆ !

ମହାରାଷ୍ଟ୍ର : ସାରା ଦେଶରେ ଲକ୍‌-ଡାଉନ୍ ନିର୍ଦ୍ଦେଶ । ଘରେ ପହଂଚିବା ପାଇଁ ମହାରାଷ୍ଟ୍ରର ଜଣେ ଦିନ ମଜୁରିଆଙ୍କୁ ଚାଲିବାକୁ ପଡିଛି ୧୩୫ କି.ମି । Maharashtra: Amid travel restrictions due to the #21daylockdown to contain the spread of #coronavirus, a…

କୋଭିଡ-୧୯: ଫୋନ୍ ଜରିଆରେ ରୋଗୀଙ୍କ ସହ ପରାମର୍ଶ କରିବ ଏମ୍ସ !

ନୂଆଦିଲ୍ଲୀ: ଖୁବଶୀଘ୍ର ରୋଗୀଙ୍କ ସହ ଫୋନ୍ ଜରିଆରେ ପରାମର୍ଶ ବ୍ୟବସ୍ଥା ଆରମ୍ଭ କରିବ ଅଲ୍ ଇଣ୍ଡିଆ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS ) । AIIMS is going to start a tele-consultation facility. Our follow-up patients can consult doctors through…