Latest Odisha News

BREAKING NEWS

Browsing Tag

Train Crash

ବାହାନଗା ଟ୍ରେନ୍ ଦୁର୍ଘଟଣା, ଆସନ୍ତା ୩ ଦିନରେ ୨୮ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାର ୬ ଦିନ ପରେ ବି ଉକ୍ତ ରୁଟରେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇ ପାରିନି । ଆସନ୍ତାକାଲି ଠାରୁ ୧୧ ତାରିଖ ଯାଏ ୩ ଦିନରେ ଦକ୍ଷିଣ ପୂର୍ବ ରେଳପଥ ୨୮ଟି ଟ୍ରେନ୍ ବାତିଲ୍ କରିଛି । ୯ ତାରିଖରେ…

ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ କରିବେ ରେଲୱେ ସୁରକ୍ଷା କମିଶନର

ଭୁବନେଶ୍ୱର: ବାହାନଗା ବଜାର ଷ୍ଟେସନରେ କେମିତି ହେଲା ଦୁର୍ଘଟଣା ? କେଉଁ ପରିସ୍ଥିତିରେ ଟ୍ରାକ୍ ବଦଳାଇ ମାଲବାହୀ ଉପରେ ଚଢ଼ି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ? ଦୁର୍ଘଟଣାସ୍ଥଳରେ ଟ୍ରାକ୍ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ କାହିଁକି ଓ କାହା ଭୁଲ୍ ପାଇଁ ଏତେ ବଡ଼଼ ଅଘଟଣ ଘଟିଲା…

ବାହାନଗା ଟ୍ରେନ୍ ଦୁର୍ଘଟଣା ବୈଷୟିକ ତ୍ରୁଟି ନା ମନୁଷ୍ୟକୃତ ? ଦୁର୍ଘଟଣା ପାଇଁ ଦାୟୀ କିଏ ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଲୱେ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଓ ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାରେ ଏବେ ସୁଦ୍ଧା ୨୬୧ ଜଣଙ୍କ ମୃତ୍ୟୁ ହୋଇଛି । ଓଡ଼ିଶାରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ପରେ ପ୍ରଶ୍ନ ଉଠୁଛି ଦୁର୍ଘଟଣା…