Latest Odisha News
Browsing Tag

Translated odia strory

ଅନୁବାଦ ଗଳ୍ପ : ରାମ ଓ ରହୀମର କଥା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୧ ବଙ୍ଗଳା: ମହାଶ୍ୱେତା ଦେବୀ ସଜୁମଣି ବେଓରା ମନରୁ ଧର୍ମକର୍ମ ବିଶ୍ୱାସ ଯେମିତି ହଠାତ୍ ଏଇ ବର୍ଷାଦିନଟାରେ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିଲା! ହଁ, ଏକଥା ସତଯେ ସଜୁମଣି କି ତା’ଭଳିଆ ଅନ୍ୟ ସ୍ତ୍ରୀଲୋକମାନେ ଏ ଈଶ୍ୱର ଫିଶ୍ୱରଙ୍କ…

ଅନୁବାଦ ଗଳ୍ପ : ବ୍ୟଥାର ସାରେଗାମା

ମୂଳ ହିନ୍ଦୀ : ଅମୃତ ରାୟ ଗଭୀର ଅନ୍ଧାର...ନୀରବ ନିସ୍ତବ୍ଧ ! କେବଳ ଦୂରରୁ କିଛି କୁକୁର ଓ ବିଲୁଆଙ୍କ ଭୁକିବାର ଶବ୍ଦ । ମନୁଷ୍ୟର ସ୍ଵର ତ ଗୀତର ଗୋଟେ ଅଧେ ପଦ ପରି, କେବେକେବେ କାନରେ ପଡିଯାଏ କୌଣସି ରିକ୍ସାବାଲାର କେଉଁ ଏକ ରୋମାଣ୍ଟିକ ଫିଲ୍ମିଗୀତର ଏକ ଧାଡି...ନହେଲେ ପୁରା ଶୂନଶାନ୍ ।…

ଅନୁବାଦ ଗଳ୍ପ : ଖାନୱାଁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦ ମୂଳ ସିନ୍ଧୀ: କାଲା ପ୍ରକାଶ  ‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍‌ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍‌ଟି ବମ୍ବେ…

ଅନୁବାଦ ଗଳ୍ପ : ଅରଣ୍ୟ ଫସଲ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୪ ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରନା ଜଳନ୍ତା ନିଆଁର ଭାଟି ଉପରକୁ ଉହୁଙ୍କିପଡ଼ି ସେଥିରେ ଆଉ କିଛି କୋଲଇା ଭରିଲାବେଳେ ଦୀନାର ଲୁହାପରି କଳାମଚମଚ ଶରୀରଟା କେମିତି ବ୍ରୋଞ୍ଜ୍ ମୂର୍ତ୍ତିଟିଏ ପରି ଚକମକ କରୁଥିଲା । ଜଣେ ହୃଷ୍ଟପୁଷ୍ଟ…

ଅନୁବାଦ ଗଳ୍ପ : ପାକିସ୍ତାନୀ ଅତିଥି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୨ ମୂଳ ହିନ୍ଦୀ: ରାମକୁମାର  ଅଗଣାସାରା ସୂର୍ଯ୍ୟକିରଣ ବିଛେଇ ହୋଇପଡ଼ିଥିଲା ଓ ସେଠାରେ ମୁନ୍ନୀ ଓ ମୀଶା ଦୁହେଁ ଖେଳୁଥିଲେ । ସରସ୍ୱତୀ ତରତର ହୋଇ କୁଣ୍ଡେ ଗରମପାଣି, ଖଣ୍ଡେ ଟାୱଲ, ସାବୁନ ଓ ଦି’ଖଣ୍ଡ ପ୍ୟାଣ୍ଟ ସାର୍ଟ ଧରି ସେମାନଙ୍କୁ…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୯  ମୂଳ ହିନ୍ଦୀ: ସ୍ୱୟମ୍ ପ୍ରକାଶ ଆପଣମାନେ କୁର୍ବାନ ଭାଇ ନାଁ ଶୁଣିଛନ୍ତି? ଆମ ଏଇ ଛୋଟିଆ ଟାଉନରେ ସେ ହେଲେ ଜଣେ ଅତି ପରିଚିତ ଓ ସମ୍ମାନାସ୍ପଦ ଲୋକ । ଆମ ଟାଉନର କେନ୍ଦ୍ରସ୍ଥଳ ହେଲା ଆଜାଦ ଚୌକ, ଆଉ ସେଇଠି କୁର୍ବାନ ଭାଇଙ୍କର…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୪  ମୂଳ ଉର୍ଦ୍ଦୁୁ : ଗୁଲଜାର  ବେଳବେଳେ ଜୀବନ ଘାଇଲା ବାଘଟିଏ ପରି ଡେଇଁ କୁଦି ଆଗକୁ ଧାଇଁ ଚାଲିଥାଏ । ଆଉ ପଛରେ ରହିଯାଇଥାଏ ପାଦଚିହ୍ନ । ଯଦି କେହି ସେଇ ପାଦଚିହ୍ନକୁ ଗୋଟିଏ ସରଳ ରେଖାରେ ଟାଣି ଯୋଡ଼ିବାକୁ ଚାହେଁ, ସେଥିରୁ ଏକ…

ଅନୁବାଦ ଗଳ୍ପ : ବ୍ଲାକ୍ ମ୍ୟାଜିକ୍

ମୂଳ ରଚନା : ପେନିନା ଶ୍ଟବର୍   ମୁଁ ସବୁ ଠିକଠାକ କରିଛି । ହାଇସ୍କୁଲ୍ ପରେ ଇସ୍‌ରାଏଲ୍‌ରେ ସେମିନାରୀରେ ଏକ ବର୍ଷ ମଧ୍ୟ ପଢିଛି । ମୋ ବାପା ଓ ମାଙ୍କ ପକ୍ଷରେ ସେମିନାରୀ ଫିସ୍ ଦେବାକୁ ପଇସା ନ ଥିଲା କିନ୍ତୁ ପଛରେ ରହିଯିବ ତ ତୁମେ ହାରିଯିବ । ମୋ ଭବିଷ୍ୟତ ପାଇଁ ଏହା ଆବଶ୍ୟକ…

ଅନୁବାଦ ଗଳ୍ପ : ମୋ ମା’ କାଇଁ ?

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୩ ମୂଳ ହିନ୍ଦୀ : କୃଷ୍ଣା ସୋବତୀ  ୟୁନୁସ୍‍ ଖାଁ ମୁଣ୍ଡ ଉପର ଆକାଶକୁ ଚାହିଁଲା । ସେତେବେଳେକୁ ଚନ୍ଦ୍ର ଆକାଶରେ ଅଧାବାଟ ଅତିକ୍ରମ କରିସାରିଥିଲା । ଗଲା ଚାରିଦିନ ଧରି ସେ ଜହ୍ନ କି ତାରା କିଛି ହେଲେ ଦେଖି ନଥିଲା । ଏ ଚାରିଦିନ…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨  ମୂଳ ଇଂରାଜୀ: ରାଜ ଗିଲ  ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ? ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।…