Latest Odisha News
Browsing Tag

Translated odia strory

ଅନୁବାଦ ଗଳ୍ପ : ପ୍ରତିଶୋଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧  ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌  ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି - ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା । ନାଲି - ସତେକି ମଣିଷର ତାଜା ରକ୍ତ! ହଳଦିଆ - ଯେପରିକି ଶବ ମୁହଁରେ ଘୋଡ଼ା…

ଅନୁବାଦ ଗଳ୍ପ : ମାନବିକତାର ସିପାହୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୦  ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରାନା ଆଜି ପୁଣି ଅଚାନକ ତୁମ କଥା ମନେପଡ଼ିଲା । ଯେତେବେଳେ ତୁମ କଥା ମନେପଡ଼େ, ଇମିତି ଅଚାନକ ମନ ବ୍ୟସ୍ତ ବିବ୍ରତ ହୋଇଯାଏ । ଆଉ ଏଇ ଅଚାନକ ମନେପଡ଼ିବାଟା ବି ଏବେ ନିତିଦିନିଆ ହୋଇଗଲାଣି । କି…

ଅନୁବାଦ ଗଳ୍ପ : ଚେର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮   ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ  ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ…

ଅନୁବାଦ ଗଳ୍ପ : ପେଶାୱର ଏକ୍ସପ୍ରେସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨ ମୂଳ ଉର୍ଦ୍ଦୁ : କୃଷନ୍‍ ଚନ୍ଦର ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି…