Latest Odisha News
Browsing Tag

Treatment

ଚିକିତ୍ସାଧୀନ ଅବସ୍ଥାରେ ହାତୀ ‘ଯଶୋଦା’ର ମୃତ୍ୟୁ

ବାରିପଦା: ଚନ୍ଦକା ଅଞ୍ଚଳରୁ ସ୍ଥାନାନ୍ତରିତ ହେବାର ପ୍ରାୟ ୬ ମାସ ପରେ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ 'ଯଶୋଦା'ର ମୃତ୍ୟୁ ଘଟିଛି। ପ୍ରାୟ ୬୦ ବର୍ଷ ବୟସର ଏହି କୁମକି ହାତୀଟି ସ୍ଥାନାନ୍ତରିତ ପରେ ଅସୁସ୍ଥ ହୋଇପଡିଥିଲା। ବନ ବିଭାଗର ଅଧିକାରୀ…

ଟ୍ରେନ ଧକ୍କାରେ ଆହତ ହାତୀଛୁଆ ନନ୍ଦନକାନନ ସ୍ଥାନାନ୍ତରିତ

ଭୁବନେଶ୍ୱର: ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀ ଛୁଆକୁ ଚିକିତ୍ସା ପାଇଁ ବୁଧବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଆହତ ହାତୀ ଛୁଆକୁ ଆଜି ସକାଳେ ଏକ ସ୍ୱତନ୍ତ୍ର ଟ୍ରକରେ ନନ୍ଦନକାନନକୁ ପଠାଯାଇଥିଲା। ତେବେ…

କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୧.୧୪ କୋଟି ଟଙ୍କା, ୨ ବର୍ଷରେ ହେବ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍

ଭୁବନେଶ୍ୱର: କର୍କଟ ବା କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ କ୍ୟାବିନେଟ୍ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି । ୨ ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭୀମସାର ବୁର୍ଲା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ, ଏମକେସିଜି…

କେରଳରେ ଫସିଛି ଗଞ୍ଜାମର ପରିବାର, ଚିକିତ୍ସା ପାଇଁ ଦରକାର ସହାୟତା

ଭୁବନେଶ୍ୱର: ଗଞ୍ଜାମ ଲାଞ୍ଜିପାଲିର ଏକ ପରିବାର କେରଳରେ ଫସିଛି । ୧୫ ଦିନ ହେଲା ପରିବାରର ମୁଖ୍ୟ ଭେଣ୍ଟିଲେଟରରେ ଥିବାବେଳେ ପାଖରେ ଆଉ ଚିକିତ୍ସା ପାଇଁ ଟଙ୍କା ନାହିଁ । କେତେବେଳେ ଚେତା ଆସୁଛି ତ ଆଉ କେବେ ନାହିଁ । ଚିକିତ୍ସାରେ ଅଗ୍ରଗତି ହେଉ ନଥିବାରୁ ବାପାଙ୍କୁ କେରଳରୁ ଓଡ଼ିଶା ଆଣିବାକୁ…

ପିଣ୍ଟୁଙ୍କ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ଦେଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ

ଭୁବନେଶ୍ୱର: ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ବଢାଇଛନ୍ତି ସହାୟତାର ହାତ ବଢ଼ାଇଲେ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ । ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । ସାଙ୍ଗରେ ଥିଲେ କ୍ରିଏଟିଭ୍ ହେଡ…

ଆସନ୍ତା ବର୍ଷରୁ ଭୁବନେଶ୍ୱର ଏମ୍ସ ହେବ ଇ-ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ପରିସରରେ ଆଜି ବହୁମୁଖୀ ବିଲ୍ଡିଂ ଉଦଘାଟିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବଣୀ ପାୱାର ଏମ୍ସର ସ୍ୱାସ୍ଥ୍ୟସେବାକୁ ପ୍ରଶଂସା କରିଛନ୍ତି । ରୋଗୀ ରେଫର୍ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲ୍…

ଆପଣଙ୍କ ଆଖି ତଳ କଳା ପଡ଼ୁଛି କି ! ତେବେ ଆପଣାନ୍ତୁ ଏହି ଉପାୟ….

ଓଡ଼ିଶା ସମ୍ବାଦ ବ୍ୟୁରୋ : ଆାଖି ମୁହଁର ସୁନ୍ଦରତା ବଢ଼ାଇଥାଏ । ଶରୀରର ସବୁଠୁ ସୂକ୍ଷ୍ମ ଅଙ୍ଗ ହେଉଛି ଆଖି  । ଆମ ଆଖି ସୁନ୍ଦର ଦେଖାଗଲେ ଆମେ ମଧ୍ୟ ସୁନ୍ଦର ଦିଶିବା  । ତେବେ ପ୍ରତି ମୁହୂର୍ତ୍ତରେ ଆଖିର ଯତ୍ନ ନେବା ଆବଶ୍ୟକ ରହିଛି  । ଅନେକ ସମୟରେ ଆଖିକୁ ନେଇ ବିଭିନ୍ନ ସମସ୍ୟା…

ବିଛଣାରେ ଗୋବିନ୍ଦ; ଯୌବନରେ ବି ଚାଲିବାକୁ ଅକ୍ଷମ

କାମାକ୍ଷାନଗର : ଖଟରେ ଶୋଇରହିଛି ୨୦ ବର୍ଷର ଭେଣ୍ଡିଆ ପୁଅ  । ଜୀବନ ସହ ଚାଲିଛି ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାର ଯୁଇରେ ଜଳୁଛନ୍ତି ଗୋବିନ୍ଦ  । ଯେଉଁ ବୟସରେ ସେ ବାପା ମାଙ୍କ ସାହାରା ସାଜିଥାନ୍ତେ ସେହି ବୟସରେ ବାପା ମା ଉପରେ ପାଲଟିଛନ୍ତି ବୋଝ  । ସତରେ ଭଗବାନଙ୍କର  …

ଚାଲିଲାନି ଗୋଡ଼, ବିଛଣାରେ ପଡ଼ିରହିଛନ୍ତି ୩ ଭଉଣୀ

ନୂଆପଡ଼ା : ବିଛଣାରେ ପରିବାରର ଖୁସି  । ଶଯ୍ୟାଶାୟୀ ତିନି ବଢ଼ିଲା ଝିଅ । ହ୍ବିଲ ଚେୟାର ହେଉଛି ତାଙ୍କ ସାହା ଭରସା । ବାପା ମା’ଙ୍କ ଆଶା ଥିଲା ଭବିଷ୍ୟତରେ ୩ ଝିଅ ସାହାରା ହୋଇ ସବୁ ଦୁଃଖ ଦୂର କରିଦେବେ  । ହେଲେ ଦଇବ ଦାଉ ସାଜିଲା  । ସୁସ୍ଥ ସବଳ ଥିବା ତିନି ବଢ଼ିଲା ଝିଅ ଯୌବନରେ…

ଅଜଣା ରୋଗରେ ପୀଡ଼ିତ ଘରର ମୁଖ୍ୟ, ଛଅ ପ୍ରାଣୀ କୁଟୁମ୍ବକୁ ପୋଷିବେ କିପରି ?

ତାଳଚେର : ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି ପଦିଆ ମହାପାତ୍ର । ଏପରି ଦୁଃଖଦ ଘଟଣା ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗାଁରେ ଦେଖିବାକୁ ମିଳିଛି । ପଦିଆ ମହାପାତ୍ର ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପୋଷନ୍ତି । ହେଲେ ତାଙ୍କର ସେହି ସୁଖ…