Latest Odisha News

BREAKING NEWS

Browsing Tag

truck

ଚଳନ୍ତା ଟ୍ରକ ଆଗରେ ଯୁବକଙ୍କୁ ବାନ୍ଧି ଥାନାକୁ ନେଲେ ; ଭିଡିଓ ଭାଇରାଲ

ଚଣ୍ଡିଗଡ଼ : ଗହମ ଚୋରି କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା  । ଯୁବକଙ୍କୁ ଚଳନ୍ତା ଟ୍ରକ୍‌ରେ ବାନ୍ଧିକି ନେଲେ ଥାନା । ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ । ଏଭଳି ଘଟଣା ପଞ୍ଜାବରେ ଦେଖିବାକୁ ମିଳିଛି । ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା ଯେଉଁ ଯୁବକ ଜଣକୁ ଟ୍ରକ ଆଗରେ ବନ୍ଧା ଯାଇଥିବାର…

ବସକୁ ଅପେକ୍ଷା କରିଥିଲେ ଯାତ୍ରୀ, ଦଳିଦେଲା ଟ୍ରକ

ଭୋପାଳ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଘଟିଛି ଭୟାବହ ଦୁର୍ଘଟଣା । ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଟ୍ରକ୍‌।  ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ।  ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ଟ୍ରକଟି ଦ୍ରୁତ…

ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ 

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୭ଟି ଗାଈର ଜୀବନ । କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୭ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଜି…

ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା, ୩୦ରୁ ଅଧିକ ଆହତ

ବରଗଡ଼: ବରଗଡ଼ରେ ବସ୍ ଦୁର୍ଘଟଣା । ବରପାଲି ସହର ଦେଇ ଯାଇଥିବା ମୁଖ୍ୟ ରାଜପଥ କଡ଼ ସିନେମା ହଲ ନିକଟରେ ଦୁର୍ଘଟଣା ଘଟିଛି । ସରକାରୀ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା ହେବା ଫଳରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବଲାଙ୍ଗିର ପଟୁ ଆସୁଥିବା ଏକ ସରକାରୀ ବସ୍ ଓ ବରଗଡ ପଟୁ ଯାଉଥିବା ଏକ ଟ୍ରକ୍…

ଟ୍ରକରେ ଲାଗିଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶୁକ୍ରବାର ଦିନ ଏକ ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ତେବେ…

ପୋଲ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଓ ହେଲପରଙ୍କ ମିଳୁନି ପତ୍ତା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ତେଲ ନଦୀ ପୋଲରୁ ଏକ ଟ୍ରକ୍ ତଳକୁ ଖସି ପଡିଛି । ଏହି ଦୁର୍ଘଟଣାରେ ସମ୍ପୃକ୍ତ ଗାଡିର ଡ୍ରାଇଭର ଓ ହେଲପରଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନଥିବା ପୋଲିସ ସୁତ୍ରରୁ ପ୍ରକାଶ। ପ୍ରାପ୍ତ…

କଟକରେ ମାରଣାସ୍ତ୍ର ଦେଖାଇ ୧୧ ଟ୍ରକରୁ ୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟିଲେ ଦୁର୍ବୃତ୍ତ

କଟକ: କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ନିମେଇସାପୁର ଗ୍ରାମ ନିକଟରେ ଗତକାଲି କିଛି ଦୁର୍ବୃତ୍ତ ପାଖାପାଖି ୧୧ଟି ଟ୍ରକକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭରଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ ନିମେଇସାପୁର ନିକଟସ୍ଥ ପେଟ୍ରୋଲ୍ ପମ୍ପ…

କେମିକାଲ ବୋଝେଇ ଟ୍ୟାଙ୍କରରେ ଲାଗିଲା ନିଆଁ, ଡ୍ରାଇଭର ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଅନ୍ତର୍ଗତ ବାଇପାସ୍ ରୋଡ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । ଯାହା ଫଳରେ ଗାଡିର ଡ୍ରାଇଭର ଓ ହେଲପର୍ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ଟାଙ୍ଗି ଅଗ୍ନିଶମ…