Latest Odisha News

BREAKING NEWS

Browsing Tag

Turkey

କୃତଜ୍ଞତା ଭୁଲିଗଲା ତୁର୍କୀ; ଜାତିସଂଘରେ ପାକିସ୍ତାନର ଭାରତ ବିରୋଧୀ ସ୍ୱରକୁ କଲା ସମର୍ଥନ

ନୂଆଦିଲ୍ଲୀ: ପୁଣି ନିଜର ଅସଲ ରଙ୍ଗ ଦେଖାଇଲା ତୁର୍କୀ । ମାସେ ଯାଇନି, ଭୁଲିଗଲା କୃତଜ୍ଞତା । ପୁଣି ଭାରତ ବିରୋଧରେ ଉଠାଇଲା ସ୍ୱର । ଜାତିସଂଘ ମାନବାଧିକାର ପରିଷଦରେ ଭାରତକୁ ନୁହେଁ ପାକିସ୍ତାନକୁ ସମର୍ଥନ କଲା ତୁର୍କୀ । ମୁସଲିମ ଭାଇଚାରା ନିଭାଇବାକୁ ଯାଇ ପାକିସ୍ତାନର ଭାରତ ବିରୋଧି…

୨୨ ଦିନ ପରେ ପୁଣି ଥରିଲା ତୁର୍କୀ, ଗଳି ପଡିଲା ୨୯ କୋଠା

ଆଙ୍କରରା: ତୁର୍କୀକୁ ଛାଡୁନି ବିପଦ । ଭୟଙ୍କର ଭୂକମ୍ପର ୨୨ ଦିନ ପରେ ପୁଣି ଥରି ଉଠିଛି ତୁ୍ର୍କୀ । ଫେବୃୟାରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ । ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏତେ ବଡ ବିପଦରୁ ଉଠି ଅଣ୍ଟା ସଳଖୁଥିବେବେଳେ ପୁଣି ପ୍ରକୃତିର ମାଡ ।…

ଭୂମିକମ୍ପ ପରେ ତୁର୍କୀରେ ଫସିଛନ୍ତି ୧୦ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୱାର୍କ ଭିଜିଟରେ ତୁର୍କୀ ଯାଇଥିବା ଜଣେ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି । ଭୂମିକମ୍ପରେ ତୁର୍କୀରେ ପ୍ରାୟ ୮ ହଜାର ୫୦୦ରୁ ଅଧିକ ଲୋକ ଜୀବନ ହରାଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ,…

ତୁର୍କୀ ଭଳି ଭାରତରେ ଭୂମିକମ୍ପ ହେଲେ କ’ଣ ହେବ ?

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।…

ଭୂକମ୍ପର ଚାରିଦିନ ପରେ ଭଙ୍ଗା କୋଠା ତଳୁ ଉଦ୍ଧାର ହୋଇଛି ଏକ ଶିଶୁ କନ୍ୟା; ତୁର୍କୀ

ଇଜମିର: ତୁର୍କୀର ଉପକୂଳବର୍ତ୍ତୀ ସହର ଇଜମିରର ରିଲିଫ କର୍ମଚାରୀମାନେ ଶକ୍ତିଶାଳୀ ଭୂକମ୍ପ ହେବାର ଚାରି ଦିନ ପରେ ଆପାର୍ଟମେଣ୍ଟର ଅଳିଆ ଗଦାରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି। ଆୟଦା ଗେଜଗିନ୍‌ ନାମକ ଏହି ଛୋଟ ଝିଅଟିକୁ ମଙ୍ଗଳବାର ଦିନ ଆମ୍ବୁଲାନ୍ସ ନିଆଯାଉଥିବାର ଦେଖିବାକୁ…

ତୁର୍କୀରେ ୬.୮ ତୀବ୍ରତାର ଶକ୍ତଶାଳୀ ଭୁମିକମ୍ପ; ୧୪ ମୃତ

ଇସ୍ତାନବୁଲ୍‌: ପୂର୍ବ ତୁର୍କୀରେ ଶୁକ୍ରବାର ଦିନ ଅନୁଭୂତ ହୋଇଥିବା ଭୁମିକମ୍ପରେ ୧୪ରୁ ଅଧିକ ବ୍ୟକ୍ତିଙ୍କୁ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦୦ବ୍ୟକ୍ତି ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…