Latest Odisha News

BREAKING NEWS

Browsing Tag

Uma Bharati

ହଥରସ କେସ: ଯୋଗୀ ସରକାରକୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତୀବ୍ର ହୋଇଛି । ଟାର୍ଗେଟରେ ଉତ୍ତରପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଦଳ ଭିତରୁ ବି କିଛି ନେତା ଟାର୍ଗେଟ କଲେଣି ।…

ଆସିଲା ‘ବାବ୍ରି ଫଇସଲା’, ଆଡଭାନୀଙ୍କ ସମେତ ୩୨ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ଆସିଲା ବହୁ ପ୍ରତିକ୍ଷିତ ବାବ୍ରି ମଜସିଦ ଭଙ୍ଗା ମାମଲାର ଫଇସଲା । ୨୮ ବର୍ଷ ପରେ ବୁଧବାର ସିବିଆଇ ସ୍ୱତନ୍ତ୍ର କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି । ମସ୍‌ଜିଦ ଭଙ୍ଗା ନେଇ କୌଣସି ଷଡଯନ୍ତ୍ର ହୋଇନଥିଲା ବୋଲି ବିଚାରପତି ସୁରେନ୍ଦ୍ର କୁମାର ଯାଦବ କହିଛନ୍ତି । ଏହି ମାମଲାରେ…

ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ଘଟଣାର ରାୟ, ହାଇଅଲର୍ଟରେ ଅଯୋଧ୍ୟା

ନୂଆଦିଲ୍ଲୀ: ଆଜି ଆସିବ ବାବ୍ରି ମସଜିଦ ଭଙ୍ଗା ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ । ସିବିଆଇର ସ୍ଵତନ୍ତ୍ର ଅଦାଲତ ୧୯୯୨ ଡିସେମ୍ଵର ୬ରେ ଭଙ୍ଗା ଯାଇଥିବା ବିବାଦୀୟ ଢାଞ୍ଚାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇବେ। ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ, ବରିଷ୍ଠ ନେତା ମୁରଲୀ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହରିଦ୍ୱାର ଓ ଋଷିକେସ ମଧ୍ୟରେ ଥିବା ବନ୍ଦେ ମାତରମ୍ କୁଂଜରେ କ୍ୱାରେଂଟାଇନ୍‌ରେ…

ଏପ୍ରିଲ୍ ୧୮ରେ ଓଡିଶା ଆସୁଛନ୍ତି ନିତିନ ଗଡକରୀ ଓ ଉମା ଭାରତୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏପ୍ରିଲ୍ ୧୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଉମା ଭାରତୀ । ଉମା ଭାରତୀ କଟକ ସଦର, ଚୌଦ୍ୱାର ଓ ସତ୍ୟବାଦୀ ଅଞ୍ଚଳରେ ନିର୍ବାଚନୀ ର‌୍ୟାଲିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ…