Latest Odisha News

BREAKING NEWS

Browsing Tag

Up Police

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ…

ୟୁପି ପୋଲିସ ହେବ ହାଇଟେକ୍, ହେଲିକପ୍ଟର, ଡ୍ରୋନ ରଖିବ ଅପରାଧିଙ୍କ ଉପରେ ନଜର

ୟୁପି ପୋଲିସକୁ ଯୋଗୀ ଆଦିତ୍ୟନାଥ କରୁଛନ୍ତି ଆଧୁନିକୀକରଣ । ଆମେରିକା, ଇସ୍ରାଏଲ, ସିଙ୍ଗାପୁର ପୋଲିସ ପରି ହାଇଟେକ ହେବାକୁ ଯାଉଛି ୟୁପି ପୋଲିସ । ଏଥିପାଇଁ ଯୋଜନା କରୁଛନ୍ତି ଯୋଗୀ ସରକାର । ଏଥିରେ ପ୍ରଥମ ସହାୟତା ଇସ୍ରାଏଲ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । ଇସ୍ରାଏଲ, ସିଙ୍ଗାପୁର,…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପୋଲିସକୁ ମାଡ, ଲୋକଙ୍କ ଧାର୍ମିକ ମନୋଭାବ ସହ ଖେଳ

ଭୁବନେଶ୍ୱର: ଖୁଲମଖୁଲା ପୋଲିସର ସାର୍ଟ ଚିରି ନିସ୍ତୁକ ମାଡ । ବିଚ୍ ବଜାରରେ ଅପଦସ୍ତ ପୋଲିସ କର୍ମଚାରୀ । ଏହି ଭିଡିଓଟି ଇଣ୍ଟରନେଟରେ ଭାଇରାଲ୍ ହେବା କିଛି ନୂଆ କଥା ନୁହେଁ । ହେଲେ ପ୍ରଘଟ ହୋଇଥିବା ଏହି ଭିଡିଓ ପଛର ଅସଲ ଉଦ୍ଦେଶ୍ୟ ଜାଣିଲେ, ଆପଣ ବି ଚକିତ ହେବେ....

ଭାଇରାଲ୍ ଭିଡିଓ ଆଗରେ ମୁଣ୍ଡ ନୁଆଁଇଲା ୟୁପି ପୋଲିସ

ଉତ୍ତରପ୍ରଦେଶ: କରୋନା ପାଇଁ ଦେଶର ବିଭିନ୍ନ ରାଜ୍ୟ ବାଣ ଫୁଟାଇବା ଓ ବିକ୍ରୟ ଉପରେ ରୋକ ଲଗାଇଥିଲେ । ଏହି ଧାରାରେ ସାମିଲ ହୋଇ ଉତ୍ତରପ୍ରଦେଶ ପୋଲିସ ବେଆଇନ ବାଣ ବିକ୍ରିକୁ ରୋକିବା ଲାଗି ଅଭିଯାନ ଆରମ୍ଭ କରିଥିଲା । ଏହି ଧାରାରେ ବୁଲନ୍ଦସହରରେ ଜଣେ ବେଆଇନ ବାଣ ବିକ୍ରେତାଙ୍କୁ ପୋଲିସ ଗିରଫ…

ହାଥରାସ ଘଟଣା: ଅଧରାତିରେ କାହାର ହୋଇଥିଲା ଶବସତ୍କାର? ଅସ୍ଥିର DNA ପରୀକ୍ଷା ପାଇଁ ଦାବି କଲା ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରାସ ଗଣଦୁଷ୍କର୍ମ ଘଟଣାରେ ଦିନକୁ ଦିନ ନୂଆ ମୋଡା ସାମ୍ନାକୁ ଆସୁଛି । ଏବେ ପୀଡିତାଙ୍କ ପରିବାର ଲୋକେ ପୋଲିସ ଅଧରାତିରେ ଶବସତ୍କାର କରିଥିବା ଅସ୍ଥିର ଡିଏନ୍‌ଏ ପରୀକ୍ଷା ପାଇଁ ଦାବି କରିଛନ୍ତି । ରାତିଅଧରେ ପୋଲିସ କାହାର ଅନ୍ତିମ ସଂସ୍କାର କରିଥିଲା । ସେ ମୋ…

ୟୁପି ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ କରିବ SIT

ଲକ୍ଷ୍ନୌ: ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଛି। ଗୃହ ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀୟ ମୁଖ୍ୟମନ୍ତ୍ରୀ…