Latest Odisha News
Browsing Tag

UPSC

UPSCର ନିର୍ଦେଶ, ଅକ୍ଟୋବରରେ ହେବ ମିଳିତ ଜିଓ ସାଇଣ୍ଟିଷ୍ଟ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଅକ୍ଟୋବର ୧୭-୧୮ରେ ସମଗ୍ର ଭାରତରେ ମିଳିତ ଜିଓ-ସାଇଣ୍ଟିଷ୍ଟ (ମେନ୍) ପରୀକ୍ଷା-୨୦୨୦ କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍ସି) ପରିଚାଳନା କରିବା ନେଇ ସୂଚନା ମିଳିଛି । ଛାତ୍ରମାନଙ୍କ ସୁବିଧା ପାଇଁ ଆୟୋଗ ଏହାର ୱେବସାଇଟ୍ http://upsconline.nic.in ରେ  ସବିଶେଷ  ତଥ୍ୟ…

ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ପିନ୍ଧିଲେ ଆଇଏଏସ୍‌ ମୁକୁଟ

ନୂଆଦିଲ୍ଲୀ: ମିସ୍ ଇଣ୍ଡିଆ ଫାଇନାଲିଷ୍ଟଙ୍କ ମୁଣ୍ଡରେ ପ୍ରଶାସିକାର ମୁକୁଟ । ମେଡଲରୁ ହେଲେ ଆଇଏଏସ୍ । ୯୩ ର‌୍ୟାଙ୍କ ରଖି ଦେଶ ପାଇଁ ଆଣିଲେ ଗୌରବ । ନିଜ କଠିନ ପରିଶ୍ରମ ବଳରେ ଅନ୍ୟପାଇଁ ପାଲଟିଲେ ଉଦାହାରଣ । ୨୦୧୬ ଫେମିନା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶେରେନ୍ ହେଲେ ଆଇଏଏସ୍…

ରାହୁଲ ମୋଦିଙ୍କ ସଫଳତାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍

ଭୁବନେଶ୍ୱର: ସୋସିଆଲ ମିଡିଆରେ ମଙ୍ଗଳବାର ଦିନ ସାରା ରାହୁଲ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସବୁ ବେଳେ ରାଜନୀତିରେ ଶାସକ ବିରୋଧୀ ତୁ ତୁ ମେଁ ମେଁ ପାଇଁ ଚର୍ଚ୍ଚାରେ ରହିଥାନ୍ତି ରାହୁଲ ଓ ମୋଦି । କିନ୍ତୁ ମଙ୍ଗଳବାରର ଚର୍ଚ୍ଚା ଥିଲା ଟିକେ ଭିନ୍ନ । କାରଣ ୟୁପିଏସସି ପରୀକ୍ଷାରେ ସଫଳ…

ୟୁପିଏସ୍‌ସିରେ ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି ୨୦୧୯ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଟପ ୧୦ ଲିଷ୍ଟରେ ଥିବା ଓଡ଼ିଶାର ୨ଜଣ ଓ ସଫଳ ପରିକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ମଧ୍ୟ କରିଛନ୍ତି ନବୀନ । ଏହାସହ ଲୋକଙ୍କ ପାଇଁ…

ଘୋଷଣା ହେଲା ୟୁପିଏସସିର ପରିବର୍ଦ୍ଧିତ ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ପରୀକ୍ଷା, ୨୦୨୦ ର ପରିବର୍ଦ୍ଧିତ ତାରିଖ ଘୋଷଣା ହୋଇଯାଇଛି । ନୋଟିଫିକେସନ ଅନୁଯାୟୀ ସଭିଲ ସର୍ଭିସ (ପ୍ରିଲିମିନାରୀ) ଓ ଇଣ୍ଡିଆନ ଫରେଷ୍ଟ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା ଆସନ୍ତା ଅକ୍ଟୋବର ୪ ତାରିଖରେ ହେବାକୁ ଥିବା ବେଳେ,…

ଜୁନ ୫ରେ ଆସିପାରେ ‘ୟୁପିଏସସି ପ୍ରିଲିମ୍ସ ପରୀକ୍ଷା’ର ପରିବର୍ଦ୍ଧିତ ତାରିଖ

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାର ପରିବର୍ଦ୍ଧିତ ତାରିଖ ଜୁନ ୫ ରେ ଆସିପାରେ ବୋଲି ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଛି । ଏହି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ସୂଚନା upsc.gov.in ରେ ପ୍ରାର୍ଥୀ ମାନେ ପାଇପାରିବେ । ପୂର୍ବରୁ ୟୁପିଏସସି ପ୍ରିଲିମ୍ସ…