Latest Odisha News

BREAKING NEWS

Browsing Tag

Utkal Divas

କଳିଙ୍ଗ ହସ୍ପିଟାଲ୍‌ରେ ଉତ୍କଳ ଦିବସ, ସମ୍ବର୍ଦ୍ଧିତ ହେଲେ ୮୦ ଜଣ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶାର ସର୍ବପୁରାତନ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଖ୍ୟାତି ଅର୍ଜନ କରି ଆସିଛି ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ । ଆଜି କଳିଙ୍ଗ ହସ୍ପିଟାଲରେ ଅତ୍ୟନ୍ତ ଭବ୍ୟ ସମାରୋହ ସହିତ ଉତ୍କଳ ଦିବସ ପାଳନ ହୋଇଛି । ଏହି ସମାରୋହରେ ଓଡ଼ିଶାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରି…

ଆଜି ଉତ୍କଳ ଦିବସ ; ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି ଆଜି ବି ଉଜ୍ଜୀବିତ

ଭୁବନେଶ୍ୱର : ଆଜି ଉତ୍କଳ ଦିବସ । ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜି ଉଜ୍ଜୀବିତ ହେଉଛି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତି । ଆଜିର ଦିନରେ  ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ମିଳିଥିଲା । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖକୁ…

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଦୁଇ ଅନନ୍ୟ ମହାନାୟକ : ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳ ପ୍ରାଣ ବ୍ରଜସୁନ୍ଦର

 ଉତ୍କଳ ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆଜି ଆମେ ଉତ୍କଳ ଦିବସ ବା ଓଡିଶା ଜୟନ୍ତୀ ପାଳନ କଲାବେଳେ ଆମ ପୂର୍ବସୂରୀମାନଙ୍କୁ ନିଶ୍ଚୟ ମନେ ପକାଇବା। ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ,ପାରଳା ମହାରାଜ…

୧୦୦୦ ରୁ ଅଧିକ ଦର୍ଶକଙ୍କ ସହ ଉତ୍କଳ ଦିବସ ପାଳିତ

ୟୁନାଇଟେଡ କିଙ୍ଗଡମ : ବ୍ରିଟେନ ଓଡ଼ିଶା ସୋସାଇଟି ଏବଂ ଓଡ଼ିଆ ସାଂସ୍କୃତିକ ସଙ୍ଗଠନ, ଲଣ୍ଡନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ଦର୍ଶକ ଯୋଗଦେଇଥିଲେ। ଏହି ଅବସରରେ ଉଚ୍ଚଶିକ୍ଷା…

ଉତ୍କଳ ଦିବସ; ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ‌ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଆଜିର ଦିନରେ ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବରେ ଘୋଷିତ ହୋଇଥିଲା ଓଡ଼ିଶା । https://twitter.com/narendramodi/status/1377450632110612481?s=19 ଏହି ଅବସରରେ…

ଆଜି ଉତ୍କଳ ଦିବସ: ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ପ୍ରତି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା ଉତ୍କଳ । ଦେଶରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାକୁ ମିଳିଥିଲା ସ୍ୱୀକୃତି ।…

କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ: ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ

ଭୁବନେଶ୍ବର: ଉତ୍କଳ ଦିବସ ପାଳନ ଉପରେ କଟକଣା । କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏଥିପାଇଁ ଆସିଛି ଗାଇଡଲାଇନ୍ । ସ୍ପେଶାଲ ରିଲିଫ୍ କମିଶନର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।…

ଉତ୍କଳ ଦିବସରେ ଓଡିଆଙ୍କୁ କ’ଣ କହିଲେ ସାରା ଅଲ୍ଲୀ ଖାନ୍‌ ?

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଟୌଦୀ ଖାନଦାନର ଲାଡ୍‌ଲି ସାରା ଅଲ୍ଲି ଖାନ୍ । ନିଆରା ଅନ୍ଦାଜରେ ଅଭିନେତ୍ରୀ ସାରା ଓଡିଆ ଫ୍ୟାନମାନଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଛା ଜଣାଇଛନ୍ତି । View this post on Instagram…