ରାଜ୍ୟରେ ଦିନକୁ ୩ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ
ଭୁବନେଶ୍ୱର: କରୋନା ଟିକାକରଣରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କରୋନା ବିରୋଧୀ ଲଢେଇରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଆମେ ଓଡିଶାର ଲୋକଙ୍କୁ ଧନ୍ୟବାଦ ଦେଉଛୁ।
ରାଜ୍ୟରେ ମୋଟ ୨,୫୦,୧୧,୧୩୩ ଡୋଜ ବ୍ୟବହୃତ ହୋଇଥିବାବେଳେ…