Latest Odisha News

BREAKING NEWS

Browsing Tag

Varanasi

ମୁସଲିମ ପକ୍ଷଙ୍କୁ ଝଟକା, ଜ୍ଞାନବାପିରେ ଜାରି ରହିବ ପୂଜାପାଠ: ଆହ୍ଲାବାଦ ହାଇକୋର୍ଟ

ବାରାଣସୀ:ବିବାଦୀୟ ଜ୍ଞାନବାପି ମାମଲାକୁ ନେଇ ଆସୁଛି ମାନ୍ୟବର ଅଦାଲତଙ୍କ ରାୟ। ଯେଉଁଥିରେ ଶୁଣାଣି ହିନ୍ଦୁ ପକ୍ଷକୁ ଯାଉଥିବା ବେଳେ ମୁସଲିମ ପକ୍ଷକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଜ୍ଞାନବାପି ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ଆସିଥିବା ବେଳେ, ବିରୋଧରେ…

ବାରାଣାସୀରେ ଗଙ୍ଗା ଆରତୀବେଳେ ହୀରାବେନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ବାରାଣାସୀରେ ଗଙ୍ଗା ଆରତୀ ବେଳେ ହୀରବେନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ବିଶ୍ୱ ପ୍ରସିଦ୍ଧ ମା ଗଙ୍ଗାଙ୍କ…

ବାବା ବିଶ୍ୱନାଥଙ୍କ ଦରବାରରେ ସେଲିବ୍ରିଟିଙ୍କ ଗହଳି

ନୂଆଦିଲ୍ଲୀ : ସେଲିବ୍ରିଟିଙ୍କୁ ଘାରିଛି ବାରଣାସୀ ନିଶା । ଚଳିତ ବର୍ଷ ବାରଣାସୀର କାଶୀ ବିଶ୍ବନାଥଙ୍କ ମନ୍ଦିରରେ ଦେଖିବାକୁ ମିଳୁଛି ବଲିଉଡର ନାମୀଦାମୀ ଷ୍ଟାରଙ୍କ ଭିଡ଼ । ବାବା ବିଶ୍ୱନାଥଙ୍କ ମନ୍ଦିର ବଲିଉଡର ଷ୍ଟାରମାନଙ୍କୁ ଅଧିକ ଆକର୍ଷିତ କରିଛି । ଗତ ବର୍ଷରୁ ଆରମ୍ଭ କରି ଚଳିତ ବର୍ଷ…

ଚୋରି ପାଇଁ ଆସିଥିଲା, କବାଟ ମଝିରେ ଫସି ଜୀବନ ହାରିଲା

ବାରାଣାସୀ: ଚୋରି କରିବା ପାଇଁ ଆସିଥିଲା ଚୋର କିନ୍ତୁ କବାଟ ମଝିରେ ଫସିଲା । ନା ଭିତରକୁ ଆସି ପାରିଲା ନା ବାହାରକୁ ଯାଇପାରିଲା । କବାଟର ଗୋଟିଏ ପଟେ ମୁଣ୍ଡ  ରହିଥିବା ବେଳେ  ଅନ୍ୟ ପଟେ ରହିଗଲା ଶରୀରର ଅବଶିଷ୍ଟାଂଶ । । ବାହାରିବାକୁ ଯେତେ ଚେଷ୍ଟାକଲା ବାହାରି ପାରିଲା ନାହିଁ, ଶେଷରେ…

କାଶୀ ବିଶ୍ଵନାଥ ଧାମରେ ଭୁଶୁଡ଼ି ପଡ଼ିଲା ବିଲ୍ଡିଂ, ୨ ମୃତ

କାଶୀ: ଉତ୍ତରପ୍ରଦେଶ ବାରାଣାସୀର ଶ୍ରୀ କାଶୀ ବିଶ୍ୱନାଥ ଧାମରେ ​​ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ସୂଚନାନୁସାରେ, ଭୋର୍ ସମୟରେ କରିଡର କମ୍ପ୍ଲେକ୍ସରେ ଅବସ୍ଥିତ ଦୁଇ ମହଲା କୋଠାର କରିଡରରେ ଅସ୍ଥାୟୀ…

କରୋନାରେ ରୋଟି ବ୍ୟାଙ୍କର ସଂସ୍ଥାପକ କିଶୋର କାନ୍ତଙ୍କ ଦେହାନ୍ତ

ବାରଣାସୀ: ସମାଜସେବୀ ତଥା ବାରଣାସୀ ରୋଟି ବ୍ୟାଙ୍କର ପରିଷ୍ଠାତା କିଶୋର କାନ୍ତଙ୍କ ଦେହାନ୍ତ ହୋଇଛି । କରୋନା ଭାଇରସରେ ପୀଡ଼ିତ କିଶୋର କାନ୍ତ ଗୁରୁବାର ଆଖି ବୁଜିଛନ୍ତି । ରୋଟି ବ୍ୟାଙ୍କ ଜରିଆରେ କିଶୋର ଗରିବ ଓ ଅସହାୟ ଲୋକଙ୍କୁ ଖାଇବା ଯୋଗାଉଥିଲେ । କିନ୍ତୁ କରୋନା ସଂକ୍ରମଣ ପରେ ତାଙ୍କର…

ବାରଣାସୀରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ବାରଣାସୀରେ ପ୍ରାୟ ୩୦ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଉଦଘାଟନ କରିବେ । ଏହି ଉଦଘାଟନ୍ ପ୍ରକ୍ରିୟା ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୋଲି ସୂଚନା ମିଳିଛି । କୃଷି, ପର୍ଯ୍ୟଟନ ଓ ଇନଫ୍ରାଷ୍ଟ୍ରକଚର ଆଦି ପ୍ରକଳ୍ପ ପାଇଁ ୬୧୪…

ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟର ପ୍ରତିକ୍ରିୟା: ବାରଣାସୀରେ ନେପାଳ ନାଗରିକଙ୍କୁ ଲଣ୍ଡା କଲେ ଲୋକେ !

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି ଭିଡିଓ । ବାରଣାସୀରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୟ ଶ୍ରୀରାମ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ନେପାଳ ଦୂତାବାସ ଭାରତ ନିକଟରେ ଅଭିଯୋଗ ଆଣିଛି । ଶୁକ୍ରବାର ବାରଣାସୀରେ ଏହି ମାମଲାରେ…

ଆସନ୍ତା ଫେବୃଆରୀ ୨୯ରୁ ଭୁବନେଶ୍ୱର-ବାରଣାସୀକୁ ସିଧାସଳଖ ବିମାନ ଉଡାଣ !

ଭୁବନେଶ୍ୱର: ଭୁବନେଶ୍ୱର-ସୁରତ ମଧ୍ୟରେ ଆଜିଠୁ ସିଧାସଳଖ ବିମାନ ଉଡାଣ କରିବା ପରେ ଆସନ୍ତା ଫେବୃଆରୀ ୨୯ ତାରିଖରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଉଡାଣ କରିପାରେ । ଏନେଇ ଭାରତୀୟ ଏୟାରପୋର୍ଟ କର୍ତ୍ତୃପକ୍ଷ (ଏଏଆଇ)ର ପରାମର୍ଶ ଅନୁଯାୟୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି…