Latest Odisha News

BREAKING NEWS

Browsing Tag

vegetables

ମିଳୁନି ଫସଲର ଉତ୍ପାଦନ ମୂଲ୍ୟ, ଚାଷୀ ହତାଶ

ଅନୁଗୁଳ: ଗଦା ଗଦା ପରିବା । କ୍ଷେତରେ ଷଢ଼ୁଛି କୋବି, ଘରେ ଗଦା ହୋଇ ପଡ଼ିଛି ଟମାଟୋ । ଆଉ ପୁଣି କେଉଁଠି ଫସଲ ଅମଳ ଯୋଗ୍ୟ ହୋଇଥିଲେ ବି ବଜାର ଦର କମ୍ ଯୋଗୁ ତୋଳି କରି ଚାଷୀ ଖର୍ଚ୍ଚାନ୍ତ ହେବାକୁ ଚାହୁଁନି । ଏ ଦୃଶ୍ୟ ହେଉଛି ଅନୁଗୁଳର । ଜିଲ୍ଲାର ପ୍ରାୟ ସବୁ ପଞ୍ଚାୟତରେ କୋବି ଚାଷ…

ଶୁଣିଲାନି ପ୍ରଶାସନ, ପାହାଡ଼ ଛାତି ଚିରି ଗାଁକୁ ଝରଣା ପାଣି ଆଣିଲେ ଗ୍ରାମବାସୀ

ନବରଙ୍ଗପୁର: ପାହାଡ଼ ତଳେ ଗାଁ । ଚାଷ ପାଇଁ ଜଳସେଚନର ସୁବିଧା ନଥିଲା । ବାରମ୍ବାର ଜଳସେଚନ ବ୍ୟବସ୍ଥା କରିବାକୁ ଲୋକେ ପ୍ରଶାସନକୁ ଗୁହାରି କରିଥିଲେ ବି ଲାଭ ହୋଇ ନଥିଲା । ଶେଷରେ ୮ ଜଣ ଚାଷୀଙ୍କ ପରିକଳ୍ପନା ଓ ଗ୍ରାମବାସୀଙ୍କ ସହଯୋଗରେ କ୍ଷେତରେ ଝରଣା ପାଣି ମାଡ଼ୁଛି । ଶଷ୍ୟ ଶାମଳା ହୋଇ…

ଦୁବାଇକୁ ପନିପରିବା ପଠାଇବେ ଧୋନୀ

ଝାଡଖଣ୍ଡ: ୨୦୧୯ ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିଲେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ତେବେ ଆଇପିଏଲ୍ ଜରିଆରେ ସେ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ବି ଖାସ କରି ଫାର୍ମ ହାଉସ୍ ପାଇଁ ଚର୍ଚ୍ଚାରେ ରହିଥିଲେ । ଖବର ମିଳିଛି କ୍ରିକେଟର୍ ପରେ ଏବେ ଧୋନୀ କୁଆଡେ…