Latest Odisha News

BREAKING NEWS

Browsing Tag

village

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ…

ସହର ଅପେକ୍ଷା ଗାଁରେ ଅକ୍ଟୋବରରେ ବଢ଼ିଛି ବେରୋଜଗାରୀ

ନୂଆଦିଲ୍ଲୀ: ଗତମାସ ତୁଳନାରେ ଦେଶରେ ଅକ୍ଟୋବର ମାସରେ ବେରୋଜଗାରୀ ବଢ଼ିଛି । ଆଉ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚାକିରି ହରାଇଛନ୍ତି । ଚେନ୍ନାଇ ସ୍ଥିତ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏହି ସୂଚନା ଦେଇଛି । ସିଏମ୍ଆଇ ଅନୁସାରେ, ଅକ୍ଟୋବର ମାସରେ…

[ଦେଖନ୍ତୁ ଭିଡିଓ] କାଶୀପୁରର ୨୦ ଗାଁକୁ ବ୍ୟାପିଲାଣି ହଇଜା, ଗାଁ ଗାଁ ବୁଲି ସ୍ଥିତି ପରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡ଼ା: କାଶୀପୁରରେ ବ୍ୟାପୁଛି ହଇଜା । ସଚେତନତା ସତ୍ତ୍ୱେ ଡାଇରିଆ ନିୟନ୍ତ୍ରଣକୁ ଆସୁନି । ଗୋଟିଏ ପରେ ଗୋଟିଏ ଗାଁକୁ ହଇଜା ବ୍ୟାପୁଥିବା ବେଳେ ୮ ଜଣଙ୍କ ଜୀବନ ଗଲାଣି । ଯାଞ୍ଚରୁ ଜଣାପଡ଼ିଛି ଦୂଷିତ ପାଣି ପାଇଁ ହଇଜା ବ୍ୟାପୁଛି । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର…

ଗାଁର ନାଁ ‘ଏଲୋବେରା’

ରାଞ୍ଚି: ଗାଁର ନାଁ ଏଲୋବେରା। ଗାଁରେ ବହୁ ପରିମାଣର ଏଲୋବେରା ଉତ୍ପାଦନ ହେଉଥିବାରୁ ଏହା ଏଲୋବେରା ଗାଁ ଭାବେ ପରିଚିତ। ଏହି ଗାଁ ଝାଡଖଣ୍ଡର ରାଞ୍ଚିରେ ଅବସ୍ଥିତ। ରାଞ୍ଚିର ନାଗ୍ରି ବ୍ଲକର ଦେଓରୀ ଗାଁର ଲୋକମାନେ ସେମାନଙ୍କର ସମସ୍ତ ପ୍ରାଙ୍ଗଣରେ ଏଲୋବେରା ଚାଷ କରନ୍ତି। "ଏଲୋବେରା ଜେଲର…

ହ୍ରଦ ତଳୁ ୭୧ ବର୍ଷ ତଳେ ହଜିଯାଇଥିବା ଗାଁର ମିଳିଲା ପରିଚୟ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଏକ ଇଟାଲୀର ଏକ ହ୍ରଦ ତଳେ ବୁଡି ରହିଥିବା ଏକ ଗାଁର ଭଗ୍ନାବଶେଷ ୭୧ ବର୍ଷ ପରେ ପ୍ରଥମ ଥର ପାଇଁ ଆବିଷ୍କୃତ ହୋଇଛି। ରେସିୟା ହ୍ରଦ ହେଉଛି ଇଟାଲୀର ଦକ୍ଷିଣ ଟାଇରୋଲ୍‌ର ପଶ୍ଚିମ ଭାଗରେ ଥିବା ଏକ କୃତ୍ରିମ ହ୍ରଦ। ଏଠାରେ ୧୯୫୦ ମସିହାରେ ଏକ ଗାଁ ଗଢି ଉଠିଥିଲା।…

ଗାଁର ନାଁ ‘କୋରୌନା’; ଜାଣନ୍ତୁ କେଉଁଠି ରହିଛି ଏହି ଗାଁ…

ସୀତାପୁର(ୟୁ.ପି): କରୋନାଭାଇରସ୍ ପାଇଁ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଏକ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି । ସୀତାପୁର ଜିଲ୍ଲାରେ ରହିଛି କୋରୌନା ଗାଁ । Residents of Corona, a village in Sitapur say they have been facing discrimination, ever since the…