Latest Odisha News
Browsing Tag

villagers protest

[ଦେଖନ୍ତୁ ଭିଡିଓ] ବିଡ଼ିଓଙ୍କୁ ବିରୋଧ: ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା

ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା…

ଅନ୍ଧାରରେ ଗାଁ.. ..

ଗୋପବନ୍ଧୁନଗର: ଅନ୍ଧାରରେ ରହିଛନ୍ତି ଗାଁର ଲୋକେ । ଦୁଇ ମାସରୁ ଅଧିକ ଦିନ ହେଲା ଡିବିରି ଆଲୁଅ ପାଲଟିଛଇ ଆଶା ଭରସା । ଏହିି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଅନନ୍ତସାହିରେ । ଦୁଇ ମାସ ପୂର୍ବେ ଗାଁକୁ ବିଦ୍ୟୁତ ଯୋଗାଉଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି…

ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ

ଟିଟିଲାଗଡ଼: ଅଶାନ୍ତ ହୋଇ ପଡିଛି ସଇଁତଲା । ଚାଲିଛି ବିକ୍ଷୋଭ ସାଙ୍ଗକୁ ନାରାବାଜି । ସଇଁତଲା ପୋଲିସ ବିରୋଧରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ । ଗତକାଲି ସଇଁତଲା ନବରାତ୍ରି ଦୁର୍ଗାପୂଜା ମଣ୍ଡପରେ ମାଆଙ୍କ ସଂଧ୍ୟା ଆଳତୀରେ ପୋଲିସ ପ୍ରଶାସନ ତଥା ସଇଁତଲା ତହସିଲଦାର ଶ୍ରଦ୍ଧାଳୁଙ୍କ ସହ…

ଜୀବନ ଜୀବିକା ଉଜୁଡିଲେ ଆନ୍ଦୋଳନ

ପୁରୀ: ପୁରୀର ସିପସରୁବାଲି ମୌଜା ଅଞ୍ଚଳରେ ପୁରୀ ପାଇଁ ବିମାନ ବନ୍ଦର ହେବ । ଏନେଇ ଏକ ପ୍ରକାର ସ୍ଥାନ ଚୂଡାନ୍ତ ହୋଇ ସାରିଛି । ତେବେ ଏହି ପ୍ରକଳ୍ପ ନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବିରୋଧ ଆରମ୍ଭ କଲେଣି । କାରଣ ସିପସରୁବାଲି ମୌଜା ଅଞ୍ଚଳରେ ଥିବା ଜଙ୍ଗଲକୁ ନେଇ ଆଖ ପାଖ ଅଂଚଳର…

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ…

କୋଭିଡ୍ ଟେଷ୍ଟକୁ ନେଇ ପାଟିତୁଣ୍ଡ

ରଣପୁର: ଗାଁରେ କୋଭିଡ୍ ଟେଷ୍ଟକୁ ନେଇ ଉତେଜନା । ମୟୁରଝାଲିଆ ଗ୍ରାମରେ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଡାକ୍ତରଙ୍କୁ ଅଟକ ରଖିଲେ ଗାଁର ଲୋକେ । ରଣପୁର ମୟୁରଝାଲିଆ ଗାଁରେ ଗତ ୩ ଦିନ ତଳେ ୨୪ ଜଣଙ୍କର RTPCR ମାଧ୍ୟ୍ୟମରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ସେହି ଟେଷ୍ଟ ବେଳେ ୨୦ ଜଣଙ୍କର କୋଭିଡ୍…

କ୍ୟାନସର ରୋଗୀଙ୍କୁ ରାସ୍ତା ଉପରେ ଶୁଆଇ ପ୍ରତିବାଦ

କଟକ: ରାଜରାସ୍ତାରେ ଶୋଇଲେ କ୍ୟାନ୍‌ସର ରୋଗୀ । ମିଳିଲାନି ଚିକିତ୍ସା । ଉତ୍ତମ ଚିକିତ୍ସା ଦାବିରେ ରାସ୍ତାରେ ଉପରେ ରୋଗୀଙ୍କୁ ଶୁଆଇ ପ୍ରତିବାଦ କଲେ ଗାଁ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ-କଳାପଥର ମୁଖ୍ୟ ରାସ୍ତାରେ । କିଛି ଯୁବକ ଜଣେ କ୍ୟାନ୍‌ସର ରୋଗୀଙ୍କୁ ଶୁଆଇ…