Latest Odisha News

BREAKING NEWS

Browsing Tag

viral story

ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ‘ୱାଫଲ୍ସ‌’ ଖାଇଲେ ବ୍ୟକ୍ତି

ୱାଶିଂଟନ: ଜଣେ ଆମେରିକୀୟ ବ୍ୟକ୍ତି ନିଜ ଫାଣ୍ଟାସି ଫୁଟବଲ ଲିଗରେ ହାରିଯାଇଥିବାରୁ ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ୱାଫଲସ୍‌ ଖାଇଲେ। ଏହି ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଆମେରିକା ମିସିସିପିର…

ଗୋଟିଏ ବରକୁ ବାହା ହେବେ ୨ ଯାଆଁଳା ଭଉଣୀ!

ପର୍ଥ: ଗୋଟିଏ ବରକୁ ବାହା ହେବେ ଦୁଇ ଯାଆଁଳା ଭଉଣୀ। ଏକା ମନ ଏକା ରୂପ ପରି ଏଭଳି ଏକ ବିଚିତ୍ର ଘଟଣା ଘଟିଛି ଅଷ୍ଟ୍ରେଲିଆର ପର୍ଥରେ। ଦୁଇ ଯାଆଁଳା ଭଉଣୀ ସେମାନଙ୍କ ପ୍ରେମିକା ବେନ୍ ବାଇରେନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ୨ ଭଉଣୀଙ୍କ ବୟସ ୩୫ ବର୍ଷ। ଏଇ ଯାଆଁଳା ୨ ଭଉଣୀ…

ଲମ୍ବା କେଶ ପାଇଁ ଜେଲ୍‌ ଗଲେ ଏହି କଳାକାର

ନୂଆଦିଲ୍ଲୀ: ଲମ୍ବା କେଶ ପାଇଁ ଜେଲ୍‌ ଗଲେ କଳାକାର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ପାକିସ୍ତାନର ଜଣେ କଳାକାର ଅବୁଜାର ମଧୁଙ୍କୁ ତାଙ୍କ ଲମ୍ବା କେଶ ଯୋଗୁ ଗିରଫ ହୋଇଥିଲେ। ଲାହୋରରେ ପୋଲିସ ତାଙ୍କୁ ଗିରଫ କରିଥିଲା ​​ଏବଂ ତାଙ୍କୁ ଜେଲରେ ଗୋଟିଏ ରାତି କଟାଇବାକୁ…

ମଗେଇଥିଲେ ଫ୍ରାଏଡ୍‌ ଚିକେନ୍‌ ଆସିଲା ଫ୍ରାଏଡ୍‌ ଟାୱେଲ୍‌

ନୂଆଦିଲ୍ଲୀ: ବାହାରୁ ଖାଦ୍ୟ ଅର୍ଡର କରି ଖାଇବା ଏବେ ଏକ ଫ୍ୟାଶନ୍‌ରେ ପରିଣତ ହୋଇଗଲାଣି। ଏହାର ଚାହିଦା କରୋନା ଲକ୍‌ଡାଉନ୍‌ ସମୟରେ ଅଧିକ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକ ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ବେଶି ପସନ୍ଦ କରୁଛନ୍ତି। ଏହି…

କରୋନାରୁ ସୁସ୍ଥ ହେବା ପରେ ଡାକ୍ତରଙ୍କୁ ଧରି କାନ୍ଦି ପକାଇଲେ ବୃଦ୍ଧା

କୋଲକାତା: କରୋନାରୁ ସୁସ୍ଥ ହେବା ପରେ ଜଣେ ବୃଦ୍ଧ ମହିଳା ଡାକ୍ତରଙ୍କୁ ଆଲିଙ୍ଗନ କରିବାର ଏକ ସମ୍ପୂର୍ଣ୍ଣ ହୃଦୟସ୍ପର୍ଶୀ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଚିତ୍ରଟି କୋଲକାତାର ମେଡିକାଲ କଲେଜର। କାରଣ ଏହି ପୋଷ୍ଟକୁ ଫେସବୁକ ବ୍ୟବହାରକାରୀ ତନ୍ମୟ ଦେ ସେୟାର କରିଛନ୍ତି।…

ବିଲେଇକୁ ଉଦ୍ଧାର କରିବା ପରେ କାହିଁକି କାନ୍ଦି ପକାଇଲେ ଅଗ୍ନିଶମ କର୍ମଚାରୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ଅଗ୍ନିଶମ କର୍ମଚାରୀ ବିଲେଇ ଉଦ୍ଧାର କରିବା ସମୟର ଏକ ହୃଦୟସ୍ପର୍ଶୀ ଭିଡିଓ ଇଣ୍ଟରନେଟରେ ବେଶ୍‌ ଭାଇରାଲ ହେଉଛି। ୨୮ ସେକେଣ୍ଡର କ୍ଲିପ୍ ଟ୍ୱିଟରରେ ମେଡ ୟୁ ସ୍ମାଇଲ ନାମକ ଏକ ଆକାଉଣ୍ଟ ଦ୍ୱାରା ପୋଷ୍ଟ କରାଯାଇଥିଲା। ଅନଲାଇନରେ ଉପଲବ୍ଧ ହେବାର ତିନି ଘଣ୍ଟା ମଧ୍ୟରେ ଏହାକୁ…

କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଲେ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ରକୃତ ବନ୍ଧୁ ଅର୍ଥ କେବଳ ସୁଖରେ ନୁହେଁ ବରଂ ଦୁଃଖ ସମୟରେ ବି ସାଥୀରେ ରହିଥାଏ। ସେହିଭଳି ଏକ ପ୍ରକୃତ ବନ୍ଧୁତାର ଉଦାହରଣ ଦେଖିବାକୁ ମିଳିଛି ସ୍ପେନରେ। ସ୍ପେନର ଜଣେ ବ୍ୟକ୍ତି କର୍କଟ ସହ ଲଢୁଥିବା ବନ୍ଧୁଙ୍କୁ ସମର୍ଥନ କରିବା ପାଇଁ ନିଜ କେଶ କାଟିଦେଇଛନ୍ତି। ତେବେ ଘଟଣାକ୍ରମ…

କରୋନା ସଙ୍କଟ ସମୟରେ କୋଭିଡ୍‌ ରୋଗୀଙ୍କ ଆଶ୍ରା ପାଲଟିଛନ୍ତି ଗୁଜରାଟର ଏହି ବ୍ୟକ୍ତି

ଗୁଜରାଟ: ମହାମାରୀର ଦ୍ୱିତୀୟ ତରଙ୍ଗ ଯୋଗୁଁ ଭାରତରେ କୋଭିଡ୍-୧୯ ମାମଲାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ଗୁଜୁରାଟର ଜଣେ ବ୍ୟକ୍ତିଙ୍କ ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହି କାହାଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏହି ବ୍ୟକ୍ତି ଜଣକ…

କାର୍‌ ତଳୁ ଜିଅନ୍ତା କୁମ୍ଭୀର ଉଦ୍ଧାର; ଭିଡିଓ ଭାଇରାଲ୍‌

ଫ୍ଳୋରିଡା: ଇଣ୍ଟରନେଟରେ କାର୍‌ ତଳୁ ଏକ କୁମ୍ଭୀର ଉଦ୍ଧାର ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ହିଲ୍ସବୋରୋ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ସେମାନଙ୍କ ଫେସବୁକ୍ ପେଜରେ ଏକ ଆଲିଗେଟର ଅର୍ଥାତ୍‌ ଏକ ପ୍ରକାର କୁମ୍ଭୀର ଉଦ୍ଧାର ହେବାର ଏକ ଭିଡିଓ ଅପଲୋଡ୍ କରିଛି।…