Latest Odisha News

BREAKING NEWS

Browsing Tag

viral video

[ଭିଡିଓ] ମାଲିକ ଓ ପୋଷା କୁକୁରର ନିଆରା ଯୁଗଳବନ୍ଦୀ !

ଭୁବନେଶ୍ୱର: ସଙ୍ଗୀତରେ ଅନେକଥର ଆପଣ ଯୁଗଳବନ୍ଦୀ ଦେଖିଥିବେ ଆଉ ଉପଭୋଗ ବି କରିଥିବେ । ହେଲେ ମଣିଷ ସହ ଯଦି ଜଣେ ପଶୁ ଗୀତ ଗାଏ, ତେବେ ଏହାକୁ ଆପଣ କିପରି ଗ୍ରହଣ କରିବେ ? ଏପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କମେଡିଆନ୍ ରୋହିତ ନାୟର ଏହି ଭିଡିଓଟିକୁ ସୋସିଆଲ୍…

ଭିଡିଓ ଖାକି ବର୍ଦ୍ଦିର ଦାଦାଗିରି, ଯୁବତୀଙ୍କୁ ପୋଲିସ ବାବୁଙ୍କ ନିିର୍ଘାତ ମାଡ !

ଝାଡଖଣ୍ଡ: ରକ୍ଷକ ସାଜିଛି ଭକ୍ଷକ । ନିଜ ସମସ୍ୟା ନେଇ ଥାନାକୁ ଯାଇଥିବା ଜଣେ ଯୁବତୀଙ୍କୁ ଥାନା ଅଧିକାରୀଙ୍କ ନିର୍ଘାତିଆ ମାଡ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ । ଯାଂଚ ପାଇଁ ଆସିଲା ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ନିର୍ଦ୍ଦେଶ । ପ୍ରେମ ବିବାହ ସମ୍ଭନ୍ଧୀୟ ସମସ୍ୟା ନେଇ ଝାଡଖଣ୍ଡ…

[ଭିଡିଓ] କିଏ ନେଲା ଜଙ୍ଗଲି ଭାଲୁ ସହ ସେଲ୍‌ଫି ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଭାଇରାଲ୍ ମେକ୍ସିକୋର ଭିଡିଓ । ତେବେ ଏହି ଭିଡିଓରେ ଘଟିଥିବା ଘଟଣା ଯେତିକି ବିପଦପୂର୍ନ ତାଠୁ ଅଧିକ ମଜାଦାର ବି ଥିଲା । ହୃଦସ୍ପନ୍ଦନ ବନ୍ଦ କରିଦେଲା ଭଳି ଏହି ଭିଡିଓଟି ଏକ ଭାଲୁ ଓ ଜଣେ ଯୁବତୀଙ୍କ କାରନାମାକୁ ନେଇ ଭାଇରାଲ୍ ହୋଇଛି । ମେକ୍ସିକୋର…

[ଭିଡିଓ] ମଝି ନଦୀରେ ନେଉଥିଲେ ସେଲ୍‌ଫି, ଆଉ ତା’ପରେ…

ମଧ୍ୟପ୍ରଦେଶ: ଏକ ଛାତି ଥରାଇଦେଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାର ଦୁଇ ଜଣ ଯୁବତୀ ଫଟୋ ଉଠାଇ ନିଜ ମରଣକୁ ଡାକିଥିଲେ । ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଉଦ୍ଧାର ପାଇଥିଲେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ,…

ବିଲରେ ଧାନ ରୋଉଛନ୍ତି ସଲମାନ ଖାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତାରୁ ଚାଷୀ ପାଲଟିଲେ ବଲିଉଡର ଭାଇଜାନ ସଲମାନ ଖାନ । ବିଲରେ ରୋଇଲେ ଧାନ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଳାଇ ହଳ ମଧ୍ୟ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । Rice plantation done . . pic.twitter.com/uNxVj6Its4 — Salman Khan…

ସୁନା ମାସ୍କ ପରେ ଚର୍ଚ୍ଚାରେ ପଶ୍ଚିମବଙ୍ଗର ଏଲ୍‌ଇଡି ମାସ୍କ !

ପଶ୍ଚିମବଙ୍ଗ: ସୋସିଆଲ୍ ମିଡିଆରେ ଭାଇରାଲ୍ । ଓଡିଶାର ସୁନା ମାସ୍କ ପରେ ପଶ୍ଚିମବଙ୍ଗର ଏଲଇଡି ମାସ୍କ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ଏଲ୍‌ଇଡି ମାସ୍କ । ୨୪ ପ୍ରଗଣାର ଗୌର ନାଥଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହୋଇଛି । ତେବେ ଚର୍ଚ୍ଚାରେ ରହିବାକୁ ନୁହେଁ…

ରାନୁ ମଣ୍ଡଳଙ୍କ ପରେ ସନ୍ନି ବାବା, ଭିଡିଓ ଭାଇରାଲ୍‌ !

ବିହାର: ଖୋଦ ନିଜେ ନିଜର ପରିଚୟ ଜାଣିଥାନ୍ତି ପ୍ରତିଭାଶାଳୀ ଲୋକ । ନିକଟରେ ରାନୁ ମଣ୍ଡଳ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବା ପରେ ଏହାର ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଥିଲା । ହେଲେ ଏବେ ରାନୁ ମଣ୍ଡଳଙ୍କ ପରେ ସାମ୍ନାକୁ ଆସିଛନ୍ତି ସନ୍ନି ବାବା । ଯାହାଙ୍କ ଇଂଲିଶ ଗାୟକୀ ଏବେ ସୋସିଆଲ ମିଡିଆରେ…

କରୋନା ଅପଡେଟ୍‌; ବିଦେଶରେ ଅନନ୍ୟ ଢଙ୍ଗରେ ଭାରତୀୟ ମହିଳା ଡାକ୍ତର ସମ୍ମାନିତ !

ଆମେରିକା: କରୋନା ଯୁଦ୍ଧରେ ସାରା ବିଶ୍ୱର ଡାକ୍ତର ସାଜିଛନ୍ତି ଆଗଧାଡିର ଯୋଦ୍ଧା । ଖାସ କରି ବିଦେଶରେ ଭାରତୀୟ ଡାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ନିକଟରେ ଜଣେ ଭାରତୀୟ ମହିଳା ଡାକ୍ତରଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯାହାଙ୍କୁ ବେଶ ଅନନ୍ୟ ଢଙ୍ଗରେ ସ୍ଥାନୀୟ…

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ । #WATCH A Delhi Police constable, who had tested positive for…

ବେଙ୍ଗ ଖାଉଛନ୍ତି ବିହାରବାସୀ; ଭିଡିଓ ଭାଇରାଲ୍ !

ବିହାର: ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଣ୍ଟିଛି ବିହାର । ଭାଇରାଲ ହୋଇଛି ବେଙ୍ଗ ପୋଡି ଖାଇବାର ଭିଡିଓ । ତେବେ ବୟସ୍କ ପୁରୁଷ କି ମହିଳା ନୁହେଁ ବରଂ ଛୋଟଛୋଟ ପିଲା ବେଙ୍ଗ ପୋଡି ଖାଉଥିବାର ଏହି ଭିଡିଓର ସତ୍ୟତା କିଛି ଭିନ୍ନ ରହିଛି । Distressing video from Jehanabad,Bihar.…