ଶୀତ ଦିନରେ କେଶର ଯତ୍ନ ଏପରି ନିଅନ୍ତୁ..
ଭୁବନେଶ୍ବର: ଶୀତ ଆସିଲେ ତ୍ବଚା କ'ଣ କେଶବି ରୁକ୍ଷ ହୋଇଯାଏ । ଏଥିସହ ବିଭିନ୍ନ କେଶ ସମସ୍ୟା ମଧ୍ୟ ଦେଖିବାକୁ ମିଳେ । ତେଣୁ ଏହି ଋତୁରେ କେଶର ଖାସ୍ ଯତ୍ନ ନେବାକୁ ପଡେ ।
ଆସନ୍ତୁ ଜାଣିବା କେଶର ଯତ୍ନ କିପରି ନେବା..
-ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ…