Latest Odisha News

BREAKING NEWS

Browsing Tag

Winter Season

ଶୀତ ଦିନେ ଶରୀର ଯତ୍ନ ନିଅନ୍ତୁ, ନଚେତ୍ ହୋଇପାରେ ଏହି ସବୁ ରୋଗ

ଆସୁଛି ଶୀତ ଋତୁ। ସେପ୍ଟେମ୍ବର ଶେଷ ଓ ପହିଲା ଅକ୍ଟୋବରରୁ ଶୀତ ଆରମ୍ଭ ହୋଇଯାଏ। ଲୋକେ ନିଆଁ ପୁଇଁବା ଆରମ୍ଭ କରିଦିଅନ୍ତି। ସକାଳୁ ସକାଳୁ ଗରମ ଗରମ ଅଦା ଚା ଏବଂ କଫି ପିଅନ୍ତି। ତେବେ ଏହି ଶୀତ ଦିନେ ଶୀତଳ ପବନ ମନକୁ ଯେତେ ଶାନ୍ତି ଦେଇଥାଏ, ଏଥିସହ ବିଭିନ୍ନ ରୋଗ ମଧ୍ୟ ଆଣିଥାଏ। ଶୀତ ଦିନେ ରୋଗ…

ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତ ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । କନ୍ଧମାଳ ଜିଲ୍ଲାରେ ଜାଡ଼ ହାଡ଼ ଭାଙ୍ଗୁଛି । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

ଶୀତରେ ଥରୁଛି ସୋନପୁର, ଏସବୁ ଜିଲ୍ଲାରେ ଖସୁଛି ପାରଦ

ଭୁବନେଶ୍ୱର: ରାତିରେ ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି । ୧୫ଡିଗ୍ରୀ ତଳେ ରହିଛି ଓଡ଼ିଶାରେ ୧୧ଟି ସହରର ତାପମାତ୍ରା । ୯ ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ସେଲସିୟସ ତାପମାତ୍ରା…

ଖସୁଛି ପାରଦ, ରାଜ୍ୟରେ ବଢୁଛି ଶୀତ: ୧୨°C ତଳେ ୬ଟି ସହରର ତାପମାତ୍ରା

ଭୁବନେଶ୍ୱର: ବର୍ଷା ଛାଡ଼ିବା ପରେ ରାଜ୍ୟରେ ଶୀତ ବଢ଼ିଛି । ୬ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ତଳକୁ ଖସିଛି । କ୍ରମାଗତ ଚତୁର୍ଥ ଦିନରେ ରାଜ୍ୟରେ ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ୯.୨°C ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି…

ରାଜ୍ୟରେ ବଢିଲାଣି ଜାଡ଼, ୧୫ ଡିଗ୍ରୀ ତଳେ ୧୧ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ବଢୁଛି ଜାଡ଼ । ବିଭିନ୍ନ ଜିଲ୍ଲାରେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ୧୧ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ସୋନପୁରରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ । ୯.୬ ଡିଗ୍ରୀ ସେଲସିୟସ ସହ ସୋନପୁରରେ ରାଜ୍ୟର ସବୁଠୁ ଥଣ୍ଡା ସହର…

ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ । କନ୍ଧମାଳ ଜିଲ୍ଲାରେ ଥାଣ୍ଡା ସାଙ୍ଗକୁ କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ଜି. ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ସାମାନ୍ୟ ଶୀତ ଅନୁଭୂତ କଲେଣି ଲୋକ । ଗତକାଲି…