Latest Odisha News

BREAKING NEWS

Browsing Tag

youtuber

ରିସେପସନ୍‌ରେ ସ୍ତ୍ରୀଙ୍କୁ ଗଧ ଛୁଆ ଗିପ୍ଟ କରି ଚର୍ଚ୍ଚାରେ ପାକିସ୍ତାନ ୟୁଟ୍ୟୁବର

ନୂଆଦିଲ୍ଲୀ: ସାଧାରଣତଃ ବିବାହକୁ ସମସ୍ତେ ଅଧିକ ସ୍ପେଶିଆଲ କରିବାକୁ ଚାହିଁଥାଆନ୍ତି । ସେଥିପାଇଁ ନିଜ ପ୍ରିୟଜନଙ୍କୁ ନିମନ୍ତ୍ରିତ କରିଥାଆନ୍ତି । ଆଉ ସମ୍ପର୍କିୟମାନେ ନବବିବାହିତ ବର-କନ୍ୟାଙ୍କୁ ଢ଼େର ସାରା ଉପହାର ମଧ୍ୟ ଦେଇଥାଆାନ୍ତି । ସେହିପରି ବର ମଧ୍ୟ ନିଜ ସ୍ତ୍ରୀକୁ କିଛି ଗିଫ୍ଟ…

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମ୍ରା

ନୂଆଦିଲ୍ଲୀ : ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାର ପୁନରାବୃତ୍ତି । ବ୍ୟବସାୟୀ ମାନଙ୍କୁ ହନିଟ୍ରାପରେ ଫସାଇ ଲୁଟୁଥିଲେ ୟୁଟ୍ୟୁବର। ଦୁଷ୍କର୍ମ କେସରେ ଫସାଇବା ଧମକ ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମରା କାଦିର ।…

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ  । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ  । ଯାହାକୁ ନେଇ ବିବାଦ…

ଚର୍ଚ୍ଚାରେ ୟୁଟ୍ୟୁବର୍ “ସ୍ୱାଗ୍ ୱାଲି ଦାଦି”

ନୂଆଦିଲ୍ଲୀ: କଥାରେ ଅଛି ଇଛା ଶକ୍ତି ଥିଲେ ଉପାୟ ବଳେବଳେ ଆସେ । ଏପରିକି ଦୃଢ ମନୋବଳ ଆଗରେ ହାର ମାନେ ବୟସ ସୀମା । ଏହି ଉକ୍ତିର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଜଣେ ୮୫ ବର୍ଷୀୟା ମହିଳା । ପରିଚୟ ଶାନ୍ତା ପିଲ୍ଲାଇ, ହେଲେ ଇଣ୍ଟରନେଟ୍ ତାଙ୍କୁ ଦେଇଛି ସ୍ୱାଗ୍ ୱାଲି ଦାଦିର ପରିଚୟ । ଅନେକ…

ଭିନ୍ନ ପ୍ରତିବାଦ, ଜାଳିଦେଲେ ୨.୪୨ କୋଟି ମୂଲ୍ୟର ମର୍ସିଡିଜ୍ ଗାଡି !

ଭୁବନେଶ୍ୱର: ଏକ ଚକିତକର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଋଷିଆ ଦେଶ । ଜଣେ ୟୁଟ୍ୟୁବର୍ ନିଜ ଦାମୀ ତଥା ଇମ୍ପୋର୍ଟେଡ୍ ଗାଡିରେ ନିଆଁ ଲଗାଇ ସୋସିଆଲ୍ ମିଡିଆରେ ଭିଡିଓଟିକୁ ଭାଇରାଲ୍ କରିଛନ୍ତି । ୟୁଟ୍ୟୁବର୍ ମିଖାଇଲ୍ ଲିଟ୍‌ଭିନ୍‌ଙ୍କର ୪.୯୭ ମିଲିୟନ୍ ସବସ୍କ୍ରାଇବର ଅଛନ୍ତି । ଏଇ ନିକଟରେ ଏକ…