Latest Odisha News

BREAKING NEWS

ତାମିଲନାଡୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ମୃତି ସ୍ମାରକୀ ଉଦ୍‌ଘାଟିତ

ଚେନ୍ନାଇ: ଚଳିତ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ରାଜନୈତିକ ଅସ୍ଥିରତା ତୀବ୍ର ହେବାରେ ଲାଗିଛି। ରାଜ୍ୟ ସରକାର ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ସ୍ମାରକୀ ଉଦଘାଟନ କରାଯାଇଛି। ଚେନ୍ନାଇର ମାରିନା ବିଚରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଲାନିସାମି ପୂର୍ବତନ ସିଏମ ସ୍ୱର୍ଗତ ଜୟଲଳିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଦଘାଟନ କରିଛନ୍ତି। ଏହି ସମୟ ମଧ୍ୟରେ ତାମିଲନାଡୁର ଉପମୁଖ୍ୟମନ୍ତ୍ରୀ ଓ ପାନେରସେଲଭମ୍ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.