Latest Odisha News

BREAKING NEWS

‘ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର :  ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡର  ବିଶିଷ୍ଟ ସ୍ତମ୍ଭକାର  ବାଦଲ ଭୂୟାଁଙ୍କ  ଲିଖିତ ‘ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି’ ଶୀର୍ଷକ ପୁସ୍ତକ  ଉନ୍ମୋଚିତ ହୋଇଛି ।

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ  ପ୍ରଦିପ କୁମାର ଅମାତ୍ ଏହି ପୁସ୍ତକକୁ ଉନ୍ମୋଚିତ କରି ଓଡ଼ିଶାର ପ୍ରଗତିର ଯାତ୍ରାକୁ ସଠିକ୍ ଓ ସଫଳ ଭାବେ ଏହି ପୁସ୍ତକ ମୂଲ୍ୟାୟନ କରିଛି ବୋଲି ମତବ୍ୟକ୍ତ କରିବା ସହ ଏହାର ପାଠକୀୟ ଆଦୃତି କାମନା କରିଥିଲେ । ପୁସ୍ତକ ଉନ୍ମୋଚନ ସମୟରେ ବିଶିଷ୍ଟ ସ୍ତମ୍ଭକାର ତଥା ସିଂହଭୂମୀର ପ୍ରତିଷ୍ଠାତା ସମ୍ପାଦକ ବାଦଲ ଭୂୟାଁ, ସାମ୍ବାଦିକ ସୁଶାନ୍ତ କୁମାର ଭୂୟାଁ ଓ ସମାଜସେବୀ ତଥା ଉଦ୍ୟୋଗୀ ରାମକୃଷ୍ଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.