Latest Odisha News

BREAKING NEWS

ବସ୍ ଇନ୍‌ସୁରାନ୍ସ ଅବଧି ୬ ମାସ ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର: ବସ ଗୁଡିକର ଇନ୍‌ସୁରାନ୍ସ ଅବଧି ୬ ମାସ ବୃଦ୍ଧି କରାଯାଇଛି । ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡାକାରୀଙ୍କ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ପରିବହନ ମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହୋରା ଓଡ଼ିଶା ତରଫରୁ ଏଭଳି କିଛି ଦାବି ରଖିଛନ୍ତି ।
ସେ କହିଛନ୍ତି, ବସ୍ ଗୁଡିକର ଇନ୍‌ସୁରାନ୍ସ ଅବଧି ୬ମାସ ବୃଦ୍ଧି କରାଯାଉ । କାରଣ ବର୍ତ୍ତମାନ ବସ୍ ଚଳାଚଳ ହେଉନାର୍ହି । ଲୋନ୍‌ରେ ବସ୍ କିଣା ହୋଇଛି । ତେଣୁ ବର୍ତ୍ତମାନ ବସ୍ ଚାଳୁନଥିବାରୁ ଇଏମ୍‌ଆଇର ସୁଧ ନନେବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଲିଖିତ ଭାବେ ଜଣାଇବାକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Leave A Reply

Your email address will not be published.