ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକର ସୁନାରୀ ସିକୁଆ ଗାଁରେ ଝାଡାବାନ୍ତି ଆତଙ୍କ ଦେଖାଦେଇଛି । ଏଥିରେ ଆକ୍ରାନ୍ତ ହୋଇ ଜଣେ ୮ ବର୍ଷର ଝିଅର ମୃତ୍ୟୁ ହୋଇଛି । ସେପଟେ ଗୋଟିଏ ପରିବାରର ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଖଡିଆଳ ଓ ସିନାପାଲି ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ପାଇ ଡାକ୍ତରୀ ଟିମ୍ ଗାଁରେ ପହଂଚି ଯାଂଚ ଆରମ୍ଭ କରିଛି ।
BREAKING NEWS
- ଇରାନକୁ ଲୁଚି ଲୁଚି ସାହାଯ୍ୟ କରୁଛି ରୁଷ! ଆମେରିକା ପାଇଁ ବଢ଼ିଲା ଚିନ୍ତା, ତିଆରି ହେଉଛି ଭୟଙ୍କର ମିସାଇଲ୍ କ୍ଷମତା?
- Nepal Flood: ବନ୍ୟା ସବୁକିଛି ଛଡ଼ାଇନେଲା, ତଥାପି ଆଶା ଛାଡ଼ିନି ନେପାଳ… ମାଟି ତଳୁ ଖୋଜୁଛନ୍ତି ଜୀବନର ସ୍ମୃତି, କନ୍ଦାଇ ଦେବ ଦୃଶ୍ୟ…
- ନେପାଳ ବନ୍ୟା ବିଭୀଷିକା; ମୃତ୍ୟୁ ସଂଖ୍ୟା ୧୧୨୭କୁ ବୃଦ୍ଧି, ୪୮୦୦ ଏବେବି ନିଖୋଜ
- କିଏ ହେବ ରାମ ମନ୍ଦିର ଟ୍ରଷ୍ଟର ସିଇଓ…
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:କମିଲା ପିୟୁସିସି ଫାଇନ୍, ଆସିଲା ନୂଆ ନିୟମ
- Pakistan Petty Politics: ମୋଦୀଙ୍କୁ ଫଟୋରୁ କାଟିଦେଲା ପାକିସ୍ତାନ!
- ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟଣା; ଠକ ବାବା ଓ ସହଯୋଗୀ ଗିରଫ
- ପୁଣି ଭିଜିବ ଓଡ଼ିଶା; ସେପ୍ଟେମ୍ବର ୫ ଯାଏଁ ବର୍ଷା ସମ୍ଭାବନା
- ମ୍ୟାଲେରିଆ ବଟିକା ଖାଇବା ପରେ ଶିଶୁର ମୃତ୍ୟୁ: ୫୦ରୁ ଅଧିକ ଅସୁସ୍ଥ
- ବିପଦ ସଙ୍କେତ ଟପୁଛି ସୁବର୍ଣ୍ଣରେଖା; ଆତଙ୍କିତ ଅଞ୍ଚଳବାସୀ

Comments are closed.