Latest Odisha News

BREAKING NEWS

ସେବାୟତଙ୍କ ମଧ୍ୟରେ ବିବାଦ , ଶିରୁଳୀ ମହାବୀର ମନ୍ଦିରରେ ନୀତିକାନ୍ତି ବନ୍ଦ ଝୁଲୁଛି ତାଲା

ପୁରୀ : ତାଲା ପଡିଛି ଶିରୁଳୀ ମହାବୀର ମନ୍ଦିର । ସେବା ଓ ଦକ୍ଷୀଣାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ଫଳରେ ବନ୍ଦ ରହିଛି ଶିରୁଳୀ ମହାବୀର ମନ୍ଦିର । ଦୀର୍ଘ ଦୀନର ବିବାଦ ଉଗ୍ର ରୂପ ଧାରଣ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ଫଳରେ ନୀତିକାନ୍ତି ବନ୍ଦ ରହିବା ସହ ମନ୍ଦିର ତାଲା ପଡିଛି । ଫଳରେ ଦୁରଦୂରାନ୍ତରୁ ଆସୁଥିବା ଭକ୍ତ ମାନେ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ଯେପରି କୌଣସି ବିଶୃଙ୍ଖଳା ନଘଟେ ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଛି ।

Leave A Reply

Your email address will not be published.