ପୁରୀ : ତାଲା ପଡିଛି ଶିରୁଳୀ ମହାବୀର ମନ୍ଦିର । ସେବା ଓ ଦକ୍ଷୀଣାକୁ ନେଇ ସେବାୟତ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ଫଳରେ ବନ୍ଦ ରହିଛି ଶିରୁଳୀ ମହାବୀର ମନ୍ଦିର । ଦୀର୍ଘ ଦୀନର ବିବାଦ ଉଗ୍ର ରୂପ ଧାରଣ କରିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିବା ଫଳରେ ନୀତିକାନ୍ତି ବନ୍ଦ ରହିବା ସହ ମନ୍ଦିର ତାଲା ପଡିଛି । ଫଳରେ ଦୁରଦୂରାନ୍ତରୁ ଆସୁଥିବା ଭକ୍ତ ମାନେ ଦର୍ଶନ ନପାଇ ନିରାଶ ହୋଇ ଫେରୁଛନ୍ତି । ଯେପରି କୌଣସି ବିଶୃଙ୍ଖଳା ନଘଟେ ଘଟଣା ସ୍ଥଳରେ ପୋଲିସ ମୃତୟନ କରାଯାଇଛି ।
BREAKING NEWS
- ଯବାନଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା
- ଦୀପାବଳି ପୂର୍ବରୁ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଲା ଦିଲ୍ଲୀ
- ନ୍ୟୁଜିଲାଣ୍ଡର ନାମରେ ରଚିହେଲା ଅଲୋଡ଼ା ରେକର୍ଡ, ବିରାଟ ଭାଙ୍ଗିଲେ ପଣ୍ଟିଂଙ୍କ ୱାର୍ଲ୍ଡ ରେକର୍ଡ!
- କେନ୍ଦୁଝର ରାଇକଳାରେ କୃଷି, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର କାୟାକଳ୍ପ ପାଇଁ ପ୍ରକଳ୍ପର ଶୁଭାରମ୍ଭ
- ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଝଟକା, ହ୍ୟାରି ବକ୍ସର ଅଟକ…
- ବରୋଦା ଦଳରୁ ବାହାର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଆଘାତ ଯୋଗୁଁ ଶେଷ ହୋଇଯିବ କି କ୍ୟାରିୟର ?
- Limitless delivery…ବର୍ତ୍ତମାନ ୪୦ କି.ମି ଦୂରରେ ଥିବା ରେସ୍ତୋରାଁରୁ କରନ୍ତୁ ଖାଦ୍ୟ ଅର୍ଡର ,ଜୋମାଟୋ ଆଣିଛି ନୂଆ ଫିଚର
- Bundibugyo Virus: ଆଫ୍ରିକାରେ ଇବୋଲାର ନୂଆ ଭାଇରସ୍, ଭାରତ ଉପରେ ପଡିବ କି ପ୍ରଭାବ ?
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଅପରାଜେୟ ଅଗ୍ରଣୀ
- ଗାଜାରେ ବର୍ଷା ବିତ୍ପାତ: ଜଳମଗ୍ନ ହେଲା ବିସ୍ଥାପିତ ପରିବାରଙ୍କ ହଜାର ହଜାର ତମ୍ବୁ, ବଢ଼ିଲା ଶୀତରେ ଦୁର୍ଦ୍ଦଶା
Comments are closed.