ବର୍ମିଂହାମ:ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୪ରୁ ୨୭ ପର୍ଯ୍ୟନ୍ତ ସମସ୍ତ ବଡ ମହିଳା ଟୁର୍ଣ୍ଣାମେଂଟର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ ଦିନିକିଆ ବିଶ୍ୱକପ ଆୟୋଜନ ଅଧିକାର ଭାରତକୁ ମିଳିଛି । ୫ମ ଥର ପାଇଁ ଭାରତ ଆଇସିସି ମହିଳା ଟୁର୍ଣ୍ଣାମେଂଟ ଆୟୋଜନ କରିବ । ୨୦୨୪ ମହିଳା ବିଶ୍ୱକପ ଓ ଟି୨୦ ବିଶ୍ୱକପ ବାଂଲାଦେଶରେ ଆୟୋଜନ ହେବ । ସେହିପରି ୨୦୨୬ ଟି୨୦ ବିଶ୍ୱକପ ଇଂଲଣ୍ଡରେ ହେବ । ଏହି ଟୁର୍ଣ୍ଣାମେଂଟରେ ଟିମ ସଂଖ୍ୟା ୧୦ରୁ ୧୨କୁ ବୃଦ୍ଧି କରାଯିବ । ୨୦୧୭ରେ ଇଂଲଣ୍ଡ ମହିଳା ବିଶ୍ୱକପ ସଫଳତାର ସହ ଆୟୋଜନ କରିଥିଲା । ଏଥର ପ୍ରଥମ ଥର ପାଇଁ ଟି୨୦ ବିଶ୍ୱକପ ଆୟୋଜନ କରିବ ୨୦୨୬ରେ ମହିଳା ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବ । ଏହି ଟି୨୦ ଫର୍ମାଟ ଟୁର୍ଣ୍ଣାମେଂଟ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ । ୬ ଟିମ ମଧ୍ୟରେ ସମୁଦାୟ ୧୬ଟି ମ୍ୟାଚ ଖେଳାଯିବ । ନଭେମ୍ବରରେ ଆଇସିସି ଚେୟାରମ୍ୟାନ ନିର୍ବାଚାନ ହେବ ।
BREAKING NEWS
- କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ସରକାରୀ ଗିଫ୍ଟ ହାମ୍ପରରେ ସ୍ଥାନ ପାଇବ ଆଦିବାସୀ ଚାଷୀଙ୍କ ସଫଳତାର ସ୍ୱାଦ
- କୋଇଡ଼ାରେ ଚାଞ୍ଚଲ୍ୟ: କ୍ରସର ୱାଚ୍ମ୍ୟାନଙ୍କୁ ନିର୍ମମ ହତ୍ୟା
- ରାଜଧାନୀର ଏକାଧିକ ମେଡିସିନ୍ ଦୋକାନରେ ଯାଞ୍ଚ, ଓଡ଼ିଶା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ବଡ଼ ଧରଣର ରେଡ୍
- ପଂଜାବର ଔଷଧ ଦୋକାନରେ ବେଆଇନ ନିଶା କାରବାର, ବଚସାରୁ ସାମାଜିକ କର୍ମୀକୁ ଗୁଳି
- Father’s Property: କ’ଣ ବାପାଙ୍କ ଅନ୍ତେ ବଡ ପୁଅ ଭାଗକୁ ଯିବ ଅଧିକ ସମ୍ପତ୍ତି? କ’ଣ କହୁଛି ନିୟମ…
- ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି, ୧୦ ଜିଲ୍ଲାରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ
- NPCIର ବଡ଼ ନିଷ୍ପତ୍ତି, ଦୀପାବଳି ପରଠୁ ଲାଗୁ ହେବ ୟୁପିଆଇ ଚାର୍ଜ…
- VIROSH: ଭିଡ଼ ଭିତରେ ପତ୍ନୀଙ୍କୁ ଏମିତି ବାଟ କଢେଇଲେ ବିଜୟ, ଲାଜେଇ ଗଲେ ରଶ୍ମିକା…ତିରୁମାଲା ମନ୍ଦିରରୁ ଭାଇରାଲ୍ ହେଲା ବିରୋଶଙ୍କ ଭିଡିଓ!
- ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି
- ଦିଲ୍ଲୀର ନୂଆ ପ୍ରତିବାଦ ସ୍ଥାନ ରାମଲୀଳା ମୈଦାନ; ଦିନକୁ ଭଡ଼ା ୧.୨୧ ଲକ୍ଷ..

Comments are closed.