Latest Odisha News

BREAKING NEWS

ଓଡ଼ିଶାର ୧୩ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ରାଜ୍ୟର ୧୩ଟି ଜିଲ୍ଲାରେ ଶୁକ୍ରବାର ରାତି ୧୧: ୪୦ ସୁଦ୍ଧା ଘଡ଼ଘଡ଼ି ପବନ ସହିତ ବର୍ଷା ଝଡ଼ ହେବାର ସମ୍ଭାବନା ରହିଛି ।

ଯେଉଁସବୁ ଜିଲ୍ଲାରେ କାଳବୈଶାଖୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ସୋନପୁର ଏବଂ ବୌଦ୍ଧ ଜିଲ୍ଲା ।

Leave A Reply

Your email address will not be published.