Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ଚାଲିଛି ଟେପ୍ ୱାର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଏଥର ବିଜେପି ଆଉ ଟିଏମସି ମଧ୍ୟରେ ସିଧାସଳଖ ଟକ୍କର ଚାଲିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରେ ସହଯୋଗ କରିବା ପାଇଁ ଜଣେ ବିଜେପି ନେତାଙ୍କୁ ଅନୁରୋଧ କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ବିଜେପି ଏଥିନେଇ ଟିଏମସି ଖୋଲାଖୋଲି ଭାବେ ଟାର୍ଗେଟ କରିଥିଲା ।

ଏବେ ବିଜେପି ନେତା ମୁକୁଲ ରାୟ ନିର୍ବାଚନ କମିଶନଙ୍କୁ ପ୍ରଭାବିତ କରୁଥିବା ଅଡିଓ ଟିଏମସି ପକ୍ଷରୁ ଜାରୀ କରାଯାଉଛି । ମୁକୁଲ ଓ ଶିଶିର ବାଜୋରିଆ ପରସ୍ପର ମଧ୍ୟରେ ଏହି ଟେପରେ ଆଲୋଚନା କରୁଛନ୍ତି । ତେବେ ଏହାର ସତ୍ୟତା ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.