Latest Odisha News

BREAKING NEWS

ଆସନ୍ତୁ ଜାଣିବା ଅଧିକ ସୁନା ରଖିବା ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଅଧିକ ସୁନା ରଖିବା ଦେଶମାନଙ୍କ ମଧ୍ୟରେ ଭାରତର ସ୍ଥାନ ୧୦ମରେ ରହିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ ପକ୍ଷରୁ ଗତ ବର୍ଷ ଜାରି କରାଯାଇଥିବା ରିପୋର୍ଟ ମୁତାବକ ଆମେରିକା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଏହି ଦେଶ ପାଖରେ ୮୧୩୩୫ ଟନ ସୁନା ରହିଛି । ସେହିପରି ଜର୍ମାନୀ (୩୬୬୮), ଇଟାଲୀ (୨୪୫୧୮), ଫ୍ରାନ୍ସ (୨୪୩୬) ଯଥାକ୍ରମେ ଦ୍ୱିତୀୟରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଛନ୍ତି ।

ଭାରତ ଏହି ତାଲିକାରେ ୧୦ମ ସ୍ଥାନରେ ରହିଛି । ୬୦୭ ଟନ ସୁନା ଭାରତରେ ରହିଛି । ନେଦରଲାଣ୍ଡ ୬୧୨.୫ ଟନ ସୁନା ସହ ୯ମ ସ୍ଥାନରେ ରହିଛି ।

Leave A Reply

Your email address will not be published.