Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଲା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଏକାମ୍ରକ୍ଷେତ୍ରସ୍ଥିତ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି । ରାତି ୯ଟା ୪୫ ମିନିଟରେ ଏହି ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ହଜାର ହଜାର ଭକ୍ତମାନଙ୍କ ଜୟ ଜୟକାର ଧ୍ୱନୀ ମଧ୍ୟରେ ଏହି ମହାଦୀପକୁ ସେବାୟତ ମନ୍ଦିର ଉପରେ ଜଳାଇଛନ୍ତି ।

ଚଳିତ ବର୍ଷ ୧୫ ମିନିଟ ପୂର୍ବରୁ ଏହି ମହାଦୀପ ଉଠିଥିବାରୁ ଏହା ଐତିହାସିକ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.