Latest Odisha News

ନୋଡପାସ ଜାରି କଲା ସବୁଠାରୁ ଖରାପ ୨୦ ପାସୱାର୍ଡ ତାଲିକା

ନୂଆଦିଲ୍ଲୀ:ବର୍ତମାନର ଡିଜିଟାଲ ଯୁଗରେ ସବୁ କିଛି ହାତମୁଠାରେ ରହୁଛି । ଏହାର ସୁରକ୍ଷା କେବଳ ପାସୱାର୍ଡ ମଧ୍ୟରେ ସୀମିତ ରହିଛି । ନୋର୍ଡପାସ ନାମକ ସଂସ୍ଥା ସାରା ବିଶ୍ୱରେ ବ୍ୟବହୃତ ହୋଇଥିବା ଖରାପ ପାସୱାର୍ଡର ତାଲିକା ଜାରି କରିଛି । ଏଥିରେ ଏପରି ୨୦ ପାସୱାର୍ଡ ଅଛି ଯାହାକି ହ୍ୟାକରମାନେ ଏକ ମିନିଟ ମଧ୍ୟରେ ହ୍ୟାକ ହୋଇପାରିବ । ସାଧାରଣତଃ ମନେ ରଖିବା ପାଇଁ ଅଧିକାଂଶ ବ୍ୟକ୍ତି ସହଜ ପାସୱାର୍ଡ ରଖିଥାନ୍ତି । ଯାହା କି ତାଙ୍କୁ ବିପଦ ମଧ୍ୟକୁ ଠେଲି ଦେଇଥାଏ । ଆସନ୍ତୁ ଜାଣିବା ସବୁଠାରୁ ଖରାପ ୨୦ ପାସୱାର୍ଡ ତାଲିକା ।

୧.ଏବିସି୧୨୩ ୨.ମିଲିୟନ୨ ୩.୦୦୦୦୦୦ ୪.୧୨୩୪ ୫.ଆଇଲଭୟୁ ୬.ଆରୋନ୪୩୧ ୭.ପାସୱାର୍ଡ୧ ୮.କ୍ୟୁକ୍ୟୁଡବ୍ଲ୍ୟୁଡବ୍ଲ୍ୟୁ୧୧୨୨ ୯.୧୨୩୪୫୬ ୧୦.୧୨୩୪୫୬୭୮୯ ୧୧.ପିକ୍‌ଚର୧ ୧୨.ପାସୱାର୍ଡ ୧୩.୧୨୩୪୫୬୭୮ ୧୪.୧୧୧୧୧୧ ୧୫.୧୨୩୧୨୩
୧୬.୧୨୩୪୫ ୧୭.୧୨୩୪୫୬୭୮୯୦ ୧୮.ଏସଇଏନଏଚଏ ୧୯.୧୨୩୪୫୬୭ ୨୦.କ୍ୟୁଡବ୍ଲ୍ୟୁଇଆରଟିୱାଇ

Leave A Reply

Your email address will not be published.