ଜମ୍ମୁକାଶ୍ମୀର: ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର ସଂଗମ ଅଂଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଏନକାଉଂଟର ହୋଇଥିବା ବେଳେ ଏଥିରେ ଲସ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି ।
ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ, ଗୁଳି ଏବଂ ଅନ୍ୟାନ ମାରଣାସ୍ତ୍ର ଜବତ କରିଛି । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋନ୍ ପୋଲିସ । ଏହା ପୂର୍ବରୁ ଜମ୍ମୁ-କାଶ୍ମୀର ବଡଗାଓଁ ଜିଲ୍ଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା । ତା’ ନକଟରୁ ଅନେକ ଆପତ୍ତିଜନକ ସାମଗ୍ରୀ ମିଳିଥିଲା ।
BREAKING NEWS
- ବଦଳିବ ଓଡ଼ିଶାର ଭାଗ୍ୟ: ୨୦୩୧ ସୁଦ୍ଧା ଅପହଞ୍ଚ ଇଲାକାରେ ପହଞ୍ଚିବ ବିକାଶର ରାସ୍ତା
- Puri Rath Yatra 2026:ସିଂହଦ୍ୱାର ଚକଡାରେ ତିନି ରଥ;ସକାଳ ସାଢ଼େ ୯ରେ ପହଣ୍ଡି, ରଥଟଣା ସମୟ…
- କକପିଟ୍ର ଗୁମର କାହିଁକି ରହସ୍ୟ? ଏୟାର ଇଣ୍ଡିଆ ଦୁର୍ଘଟଣାରେ ସୁପ୍ରିମକୋର୍ଟଙ୍କ ବଡ଼ ଆଭିମୁଖ୍ୟ
- ପୂର୍ବତନ IICଙ୍କ ବଢିଲା ଅଡୁଆ: ଗଞ୍ଜେଇ ମାଫିଆ ସହ ଲିଙ୍କ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ୍
- ୨୦ ବର୍ଷ ପରେ ବଦଳିଲା ବେଙ୍ଗଲର ହାୱା: କୋଲକାତା ମାଟିରେ ପୁଣି ପାଦ ଥାପିବେ ‘ଲଜ୍ଜା’ର ଲେଖିକା ତସଲିମା
- ରଥଯାତ୍ରା ପାଇଁ କଡ଼ା ହେଲା ଟ୍ରାଫିକ୍ ବ୍ୟବସ୍ଥା, ବଡ଼ଦାଣ୍ଡ ହେଲା ‘ନୋ ଭେହିକିଲ୍ ଜୋନ୍’
- Aamir Khan Reaction: ‘ଲଭ୍ ଜିହାଦ’ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଆମିର ଖାନ, କହିଲେ, ‘ ଆହୁରି ହାସ୍ୟାସ୍ପଦ ହେଉଛି ଜୀବନ’
- ଆଉ ଚଳିବନି ମନମାନି, ସରକାରୀ ଡାକ୍ତର ଲେଖିବେ ଜେନେରିକ୍ ଔଷଧ
- Nepal Elephant Revenge: ୧୪ ବର୍ଷ ହେଲାଣି ଭୁଲିନି ହାତୀ, ଖୋଜି ଖୋଜି ମାରୁଛି…ନେଲାଣି ଗୋଟିଏ ପରିବାରର ୪ ଜୀବନ
- ବିଗୁଡୁଛି ସୋନମ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟବସ୍ଥା, ଦେଶବ୍ୟାପୀ ଆମରଣ ଅନଶନ…
Comments are closed.