Latest Odisha News

BREAKING NEWS

Browsing

Video

ଘାରିଲା ହାରିବା ଭୟ, ରାଜସ୍ଥାନରୁ ‘ଇଣ୍ଡିଆ’ କୁ ଗାଳି କଲେ ମୋଦି!

ଭୁବନେଶ୍ୱର: ରାଜସ୍ଥାନରୁ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜସ୍ଥାନର ଶିକାର ଠାରେ ପିଏମ କିଷାନ ସମୃଦ୍ଧି କେନ୍ଦ୍ରର ଉଦଘାଟନ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେଥିରେ ମୋଦି ସିଧାସଳଖ ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି।…

ରାଜସ୍ଥାନରେ ରେଡ଼ ଡାଏରୀ, କଂଗ୍ରେସକୁ ଖସାଇବ, ମୋଦିଙ୍କୁ ହସାଇବ!

ଭୁବନେଶ୍ୱର: ଗେହଲଟ ସରକାରରୁ ବହିସ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଗୁଢାଙ୍କ ରେଡ଼ ଡାଏରୀକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ତାଙ୍କୁ ଜେଲକୁ ପଠାଇଲେ କିମ୍ବା ଗୁଳି କଲେ ମଧ୍ୟ ରାଜସ୍ଥାନରେ ଗେହଲଟ ସରକାରର ଦୁର୍ନୀତି ବିରୋଧରେ ଆନ୍ଦୋଳନ…

ଲଘୁଚାପ ସକ୍ରିୟ, ପ୍ରବଳ ବର୍ଷାରେ ୩୦ ତାରିଖ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି…

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ଲାଗି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଛନ୍ତି । ତେବେ ଏହା ଉପରେ ଆଲୋଚନା କରାଯାଇ ସମୟ ସ୍ଥିର…

ରାଷ୍ଟ୍ରପତିଙ୍କ କଟକ ଗସ୍ତ ବେଳେ ବନ୍ଦ ରହିବ ହାଇକୋର୍ଟ ନିକଟରେ ଥିବା ଏସବୁ କାର୍ଯ୍ୟାଳୟ…

କଟକ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ବୁଧବାର ରାଷ୍ଟ୍ରପତି କଟକ ଯିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ହାଇକୋର୍ଟ ନିକଟରେ ରହିଥିବା କାର୍ଯ୍ୟାଳୟ, ବ୍ୟାଙ୍କ ଓ ଡାକଘର ବନ୍ଦ ରହିବ ।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

ରାଜସ୍ଥାନରେ କଂଗ୍ରେସକୁ ଖେଳାଉଛନ୍ତି ପାଇଲଟ!

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ଉଷ୍ମ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କୁ ଖୋଦ ନିଜ ଦଳର ବିଧାୟକ ଓ ମନ୍ତ୍ରୀ ମାନେ ଟାର୍ଗେଟ କରି ସରକାରର ଅଡୁଆ ବଢ଼ାଇ ଦେଇଛନ୍ତି। ଗୋଟିଏ ପଟେ ପାଇଲଟଙ୍କୁ ଦଳ ଚୁପ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ରାଜ୍ୟରେ ନାରୀ…

‘ରାଜସ୍ଥାନ ରାଜନୀତି’, କଂଗ୍ରେସକୁ ଜିତାଇବେ ଆଦିବାସୀ !

ଭୁବନେଶ୍ୱର: ଆସନ୍ନ ନିର୍ବାଚନରେ ଆଦିବାସୀଙ୍କ ଉପରେ ସବୁ ଦଳର ପ୍ରମୁଖ ଫୋକସ ରହିଛି। ମଧ୍ୟପ୍ରଦେଶଠୁ ଆରମ୍ଭ କରି ଛତିଶଗଡ଼ ଓ ରାଜସ୍ଥାନ। ସବୁଠି ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ଆଦିବାସୀ। ଏହାକୁ ଆଖି ଆଗରେ ରଖି କଂଗ୍ରେସ ଓ ବିଜେପି ଆଦିବାସୀଙ୍କ ଉପରେ ଫୋକସ କରୁଛନ୍ତି।…

ତେଲେଙ୍ଗାନା ଟକ୍କର, ମୋଦି ରାହୁଲ ଲଢେଇରେ ଫସିଯିବେ କେସିଆର!

ଭୁବନେଶ୍ୱର: ଦିନକୁ ଦିନ ଜମୁଛି ତେଲେଙ୍ଗାନା ରାଜନୀତି। ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ଶୀର୍ଷ ସ୍ତରରେ ପହଂଚିଲାଣି। ଉଭୟ ଦଳର ନେତା ପରସ୍ପର ବିରୋଧରେ କଡା ଟିପ୍ପଣୀ ଦେବା ସହ ରାସ୍ତାକୁ ଓଲ୍ହାଇଛନ୍ତି। କଂଗ୍ରେସର…

ଆସୁଛି ଆଉ ଏକ ଲଘୁଚାପ ! ୨୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ସାଗରରେ ସକ୍ରିୟ ଲଘୁଚାପ ଦୁର୍ବଳ ହୋଇଛି । ୨୪ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।…