Latest Odisha News

BREAKING NEWS

Browsing

Video

ଟ୍ୱିନ୍ ସିଟି ସହ ୬ ଜିଲ୍ଲାରେ ସନ୍ଧ୍ୟା ୭ଟା ୩୦ ଯାଏ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନରେ ଜାଳିଲା, ଅପରାହ୍ଣରେ ବର୍ଷିବ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଘଣ୍ଟାରେ ରାଜ୍ୟର ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ…

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା…

ଛତିଶଗଡ଼ରେ ସରକାର ଭାଙ୍ଗିବାକୁ ଚାହୁଁଛି ବିଜେପି !

ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ କଂଗ୍ରେସ ପୁଣିଥରେ ଶାସନକୁ ଫେରିବାକୁ ସବୁ ପ୍ରୟାସ କରୁଛି। ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସହ ପ୍ରଚାର ପ୍ରସାରକୁ ମଧ୍ୟ ଜୋରଦାର କରାଯାଉଛି। ଏଭଳି ସ୍ଥିତିରେ ପୁଣିଥରେ ଦଳର ପୁରୁଣା ରୋଗ ମନେ…

ଗୁଜରାଟ ନିକଟତର ହେଉଛି ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’, ସନ୍ଧ୍ୟାରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ଉତ୍ତରପୂର୍ବ ଆରବ ସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ବିପର୍ଯ୍ୟୟ’ । ଅତି ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ ଏବେ ଗୁଜରାଟର ଜଖଉ ବନ୍ଦର ଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ରହିଥିବା ବେଳେ ଦ୍ୱାରକା ଠାରୁ ପଶ୍ଚିମ-ଉତ୍ତରପଶ୍ଚିମରେ ୧୭୦ କିଲୋମିଟର ଦୂରରେ…

ଦିଲ୍ଲୀରେ ନୋ ପାୱାରକଟ, ୨୪ ଘଣ୍ଟା ମାଗଣା ବିଜୁଳି ଆଉ ଓଡ଼ିଶାରେ?

ଭୁବନେଶ୍ୱର: ଗୋଟିଏ ପଟେ ବିଜୁଳି ବଳକା ରାଜ୍ୟ କହୁଥିବା ଓଡିଶାରେ ବାରମ୍ବାର ବିଜୁଳି କାଟ ଓ ବିଜୁଳି ବିଭ୍ରାଟକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ଏଭଳି ସ୍ଥିତିରେ ଦିଲ୍ଲୀର ଏକ ପ୍ରସଙ୍ଗ ରାଜ୍ୟର ବିଜୁଳି ପ୍ରସଙ୍ଗକୁ ନେଇ ହେଉଥିବା ରାଜନୀତିକୁ ଆହୁରି ତୀଵ୍ର କରିଛି। ଦିଲ୍ଲୀରେ…

କଂଗ୍ରେସର ନୂଆ ନିର୍ବାଚନୀ ଫର୍ମୁଲା, ଦଳ ସାଜିଛି ଅନାଥର ନାଥ !

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ପ୍ରଚାରକୁ ଜୋରଦାର କରିଛି। ଯେଉଁଠି ଦଳର ସରକାର ଅଛି ସେସବୁ ସ୍ଥାନରେ କିଭଳି ଦଳ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରୁଛି ଓ ଆଗକୁ ଅନ୍ୟ ରାଜ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଛି ତାହା ତୁରନ୍ତ ପୂରଣ ହେବ ବୋଲି ପ୍ରଚାର ମାଧ୍ୟମରେ…

ଆଉ ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ହେବ ପାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୮ରୁ ୨୧ ଜୁନ ମଧ୍ୟରେ  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି ।…

ଜୁନ୍ ୧୭ରେ ଓଡ଼ିଶା ଆସିବେନି ଅମିତ୍ ଶାହ, ଦ୍ୱିତୀୟ ଥର ପାଇଁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଏବେ ଓଡ଼ିଶା ଆସିବେ ନାହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ମୁହାଁ ହୋଇଥିବା ବେଳେ ଆସନ୍ତାକାଲି ଉପକୂଳ ଛୁଇଁବ । ବାତ୍ୟା ଉପରେ କେନ୍ଦ୍ର ସରକାର ତୀକ୍ଷଣ ନଜର ରଖିବା ସହ ମନିଟରିଂ କରୁଛନ୍ତି । ତେଣୁ ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଆସନ୍ତା ୧୯ରେ କଂଗ୍ରେସ ଘେରିବ ଗ୍ରୀଡକୋ କାର୍ଯ୍ୟାଳୟ

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଦ୍ୟୁତ୍ କାଟକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଉଭୟ ବିଜେଡି, ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି, ବିଜେପି ଓ ବିଜେଡି ଉଭୟ ଦଳ…

ଗ୍ୟାସ୍ ଦରକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ସହ ଅନ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ରାଜଧାନୀରେ ବିଜୁ ଜନତା ଦଳ ପ୍ରତିବାଦ କରିଛି । ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ଶତାଧିକ ନେତା ଓ କର୍ମୀ ଚୂଲିରେ ପ୍ରତିବାଦ ସ୍ଥଳରେ ରୋଷେଇ କରିଛନ୍ତି । ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ…