Latest Odisha News

BREAKING NEWS

Browsing

Video

ଚକ୍ରବ୍ୟୁହରେ ରାହୁଲ, ଘେରିଛନ୍ତି ସପ୍ତରଥୀ, ବାହାରିପାରିବେ ତ?

ଭୁବନେଶ୍ୱର: ଗୋଟିଏ ପ୍ରସଙ୍ଗରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ଏବେ ଚାରିଆଡୁ ବିପଦ ଘୋଟି ଆସିଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ପରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ପାଟନା କୋର୍ଟ ସମନ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପକ୍ଷରୁ କରାଯାଇଥିବା ମାନହାନି…

ଆଉ ମିଳିବନି ମାରୁତିର ସବୁଠୁ ଶସ୍ତା କାର, ଅଲ୍ଟୋ ୮୦୦ର ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ମାରୁତି ସୁଜୁକି ତାର ସବୁଠୁ ଶସ୍ତା କାର ଅଲ୍ଟୋ ୮୦୦ର ଉତ୍ପାଦନକୁ ବନ୍ଦ କରି ଦେଇଛି । ତେବେ ଏନେଇ କମ୍ପାନୀ ବିଧିବଦ୍ଧ ଘୋଷଣା କରି ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମାରୁତି ସବୁଠୁ ଅଧିକ ବିକ୍ରି ହେଉଥିବା କାରର ଉତ୍ପାଦନକୁ ବନ୍ଦ କରିଛି । ନିକଟରେ…

କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, କହିଲେ ‘ଗୋ ବ୍ୟାକ୍ ଆନ୍ଧ୍ର’

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ୨୦୨୩ ଏପ୍ରିଲ୍ ୧ ତାରିଖ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ । ଆନ୍ଧ୍ର ଓଡ଼ିଶାର ଭୂମି ଉପରେ ଲୋଲୁପ ଦୃଷ୍ଟି ପକାଉଛି । ଆଜି ଫାଟୁସିନେରୀରେ ଆନ୍ଧ୍ରକୁ କଡ଼ା…

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ‘ସାହିଯାତ’

ପୁରୀ (ସନ୍ତୋଷ ଦାସ): ସାହିଯାତ… ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା । ଯାହା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ଦେଖିବାକୁ ମିଳେ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ ପରମ୍ପରା । ସାହିଯାତ…

ଆଉ ୪ ଦିନ କାଳବୈଶାଖୀ ବର୍ଷା, ୩୧ରେ ସାରା ରାଜ୍ୟକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଆଉ ୪ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ । ଏପ୍ରିଲ୍ ୨ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ଆମେ ସମର୍ଥନ କରିବୁ: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହେଉଥିବାରୁ ସମସ୍ତଙ୍କ ନଜର ରହିଛି ବିଜେଡି ଉପରେ । ଆଜି ଉପନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି…

ଗେମଚେଞ୍ଜର ହେବ ରାହୁଲ ପ୍ରସଙ୍ଗ !

ଭୁବନେଶ୍ୱର: ମାତ୍ର ଅଳ୍ପ କିଛି ସମୟରେ ବଦଳିଯାଇଛି ଦେଶର ରାଜନୈତିକ ଚିତ୍ର। ଯିଏ ବ୍ୟାକଫୁଟରେ ଥିଲା ସେ ଫ୍ରଣ୍ଟଫୁଟରେ ଆଉ ଯିଏ ଫ୍ରଣ୍ଟରେ ଥିଲା ସେ ବ୍ୟାକରେ। ରାହୁଲଙ୍କ ପ୍ରସଙ୍ଗ ପରେ ଏବେ ଦେଶରେ ଏମିତି କିଛି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି। ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ଓ…

ଏପ୍ରିଲ୍ ୧ ଯାଏ ବର୍ଷା, ଘଡ଼ଘଡ଼ି; ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଜି ପାଇଁ ପାଣିପାଗ ବିଭାଗ ଘଡ଼ଘଡ଼ି ବର୍ଷା ନେଇ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…

ମେଣ୍ଟ ଭାଙ୍ଗିବ କି ରାହୁଲଙ୍କ ‘ସାଭରକର’ ମନ୍ତବ୍ୟ ? ଉଦ୍ଧବ ଠାକରେ ଦେଲେ ଚେତାବନୀ

ମୁମ୍ବାଇ: ମୁଁ ସାଭରକର ନୁହେଁ, ରାହୁଲ ଗାନ୍ଧୀ… ଭୁଲ୍ ମାଗିବି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିରୋଧ କରିଛନ୍ତି ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ । ଉଦ୍ଧବ କହିଛନ୍ତି, ସାଭରକରଙ୍କୁ ନେଇ ରାହୁଲ ବୟାନବାଜି ବନ୍ଦ ନ କଲେ ସେ ମହା ବିକାଶ ଅଘାଡ଼ି ମହାମେଣ୍ଟରୁ ଓହରି…

ଶ୍ରମିକ ବୋହୁଛି ସରକାରୀ ଗାଡ଼ି

ଜଗତସିଂହପୁର (ତାରାପଦ ମହାନ୍ତି): ନା ଅଛି ନିୟମ କାନୁନକୁ ଖାତିର୍ ନା ଭୟ । କାରଣ ୟେ ହେଉଛି ସରକାରୀ ଗାଡ଼ି । ଯେତେ ଜଣଙ୍କୁ ଇଚ୍ଛା, ଯେମିତି ଇଚ୍ଛା ବସାଇ ନେଇ ପାରିବ । ଜଗତସିଂହପୁର ଜିଲ୍ଲାରେ ଜଳସମ୍ପଦ ବିଭାଗର ଗାଡ଼ି ଶ୍ରମିକ ବୋହୁଥିବା ଦେଖିବାକୁ ମିଳିଛି । ଜଳସମ୍ପଦ ବିଭାଗର ସରକାରୀ…