Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଗିରଫ ହେଲା ଗୁପଚୁପ୍ ବିକ୍ରେତା, ଭିନ୍ନ ଦାବିକୁ ନେଇ ପୁଣି ଚର୍ଚ୍ଚା

ଭୁବନେଶ୍ୱର: ଗୌହାଟୀର ଜଣେ ଗୁପ୍‌ଚୁପ୍ ବିକାଳି ପାଣିରେ ପରିଶ୍ରା ମିଶ୍ରଣ କରିବା ଘଟଣା ଖୁବ ଭାଇରାଲ୍ ହୋଇଥିଲା । ଏପରିକି ସଂପୃକ୍ତ ବ୍ୟକ୍ତି ଜଣକ ଗିରଫ ମଧ୍ୟ ହୋଇଛି । ହେଲେ ଏବେ ସେହି ଗୁପ୍‌ଚୁପ୍ ବିକ୍ରେତାଙ୍କୁ ନେଇ ସାମ୍ନାକୁ ଆସିଛି ଭିନ୍ନ ଅଭିଯୋଗ । ଗିରଫ ବ୍ୟକ୍ତି ଜଣକ ଇଶଲାମଧର୍ମୀ ବୋଲି ଅନେକ ଲୋକ ସୋସିଆଲ ମିଡିଆରେ ଦାବି କରିଛନ୍ତି । ହେଲେ କେତେ ସତ ଏହି ଦାବି ?

Leave A Reply

Your email address will not be published.