Latest Odisha News

BREAKING NEWS

ଆସନ୍ତୁ ଜାଣିବା ସଲମାନଙ୍କୁ ପ୍ରଥମେ ଦେଖି କାହିଁକି ହସିଥିଲେ କଟ୍ରିନା କୈଫ

ମୁମ୍ବାଇ: ବଲିଉଡର ଗ୍ଲାମରସ ଗାର୍ଲ କଟ୍ରିନା କୈଫ ମଙ୍ଗଳବାର ତାଙ୍କର ଏକ ପୂରଣା ସ୍ମୃତି ଶେୟାର କରିଛନ୍ତି । ସଲମାନ ଖାଁଙ୍କୁ ପ୍ରଥମ ଥର ଦେଖିଲା ଭଳି କାହିଁକି ହସି ହସି ଗଡି ଯାଇଥିଲେ ତାହା ଉଲ୍ଲେଖ କରିଛନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଭଉଣୀ ଅଲବୀରା ଖାଁ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଅଲବୀରା ତାଙ୍କୁ ସଲମାନଙ୍କ ସହ ପରିଚୟ କରାଇବାକୁ ନେଇ କି ଯାଇଥିଲେ ।

ସଲମାନ ଏ ବିଷୟରେ କିଛି ଜାଣି ନ ଥିଲେ । ସେ ଗାଧେଇ ସାରି ଖାଲି ଦେହରେ ବାହାରକୁ ଆସିଲା ବେଳେ ଉଭୟ ପଂହଚିଥିଲେ । ସଲମାନଙ୍କ ଏପରି ରୂପ ଦେଖି କଟ୍ରିନା ହସି ହସି ଗଡି ଯାଇଥିଲେ । ସଲମାନ ମଧ୍ୟ କଟ୍ରିନାଙ୍କୁ ଦେଖି ପ୍ରଭାବିତ ହୋଇଥିଲେ । ଟାଇଗର ଜିନ୍ଦା ହେ ପରେ ଉଭୟ ପୁନର୍ବାର ଟାଇଗର-୩ରେ ଏକତ୍ର ଆସିବେ ।

Leave A Reply

Your email address will not be published.