ନୂଆଦିଲ୍ଲୀ: ଗୋଟିଏ ପଟେ କରୋନାକୁ ହ୍ରାସ କରିବା ପାଇଁ କରୋନା ଟିକା ଅଭିଯାନ ଜାରି ରହିଥିବା ବେଳେ ଅନ୍ୟପଟେ କରୋନାର ଦୈନିକ ମାମଲାରେ ମଧ୍ୟ ବୃଦ୍ଧି ଘଯୁଥିବା ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାରେ ଗଲେ ସାରା ବିଶ୍ୱରେ ୬ ଲକ୍ଷ ୫୫ ହଜାର ୨୭୪ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏହି ସମୟରେ ଏହି ମହାମାରୀ ହେତୁ ୧୬ ହଜାର ୨୬୪ ଜଣଙ୍କର ମୃତ୍ୟୁ ଘଟିଛି। ଯାହା ପରେ ମୋଟ ମାମଲା ୯ କୋଟି ୮୦ ଲକ୍ଷ ୪୯ ହଜାର ୯୯୭ରେ ପହଞ୍ଚିଛି। ଏଥି ସହିତ, ୨୦ ଲକ୍ଷ ୯୮ ହଜାର ୧୫୮ ଲୋକ ଏହାର ଶିକାର ହୋଇ ପ୍ରାଣ ହରାଇଛନ୍ତି।
BREAKING NEWS
- UPI ପ୍ରସଙ୍ଗ, MDRରେ ଲାଗିବନି ରୋକ୍, କେନ୍ଦ୍ର ଦିଅ ସତ୍ୟପାଠ: ସୁପ୍ରିମକୋର୍ଟ
- ରାଜ୍ୟରେ ନିଖୋଜ ହୋଇଛନ୍ତି ୧୯ ହଜାର ମହିଳା ଓ ଶିଶୁ
- ଟ୍ରମ୍ପଙ୍କ ପ୍ରଚାରରେ ଖର୍ଚ୍ଚ ହେଉଛି କି ସରକାରୀ ପାଣ୍ଠି!
- ଗାନ୍ଧୀ ମାର୍ଗରେ ବିଜେଡିର ଗର୍ଜନ, MMDR ବିଲ୍ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
- ଘରେ ଲଗାଇଛନ୍ତି କି ଏହି ୫ଟି ଗଛ? ହୋଇଯିବେ ଗରିବ, ସାବଧାନ ରୁହନ୍ତୁ
- ଭୁଶୁଡ଼ିଲା ୩ ମହଲା କୋଠା; ୬ ମୃତ
- ବିଧାନସଭାର ୫ମ ଦିନରେ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ
- ଶାହୀ ମସଜିଦ ଭାଙ୍ଗିବା ନେଇ ଉତ୍ତେଜନା, ପୋଲିସ ଉପରକୁ ପଥର ମାଡ଼
- ଶେୟାର ମାର୍କେଟରେ ହାହାକାର; ଆରମ୍ଭରୁ ୯୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ୬ ଲକ୍ଷ କୋଟି…
- ବିଧାନସଭାରେ ଉଠିଲା ଭେଜାଲ୍ ଛେନା-ପନିର ତାତି: ନିଆଳିରେ ୨୭୫ ବେପାରୀଙ୍କ ନାଁରେ ମାମଲା ରୁଜୁ

Comments are closed.