ରୋହତାକ:ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ମହାବୀର ଫୋଗଟଙ୍କ ଝିଅ ସଙ୍ଗୀତା ଫୋଗଟ ରେସଲର ବଜରଙ୍ଗ ପୁନିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବଜରଙ୍ଗ ସୋସିଆଲ ସାଇଟରେ ପତ୍ନୀ ତଥା ରେସଲର ସଙ୍ଗୀତାଙ୍କ ସହ ବିବାହ ବେଳର ଫଟୋ ଶେୟାର କରିଛନ୍ତି । ସଙ୍ଗୀତା ମଧ୍ୟ ଅନ୍ୟ ଭଉଣୀମାନଙ୍କ ପରି ୭ ସ୍ଥାନରେ ୮ଥର ପରିକ୍ରମା କରିଥିଲେ । ୮ମ ପରିକ୍ରମା ବେଟୀ ବଚାଓ ବେଟୀ ପଢ଼ାଓ ପାଇଁ ନେଇଥିଲେ ।
ବିବାହ ଏକ ଅଦ୍ଭୁତ ସଂଯୋଗ । ମୁଁ ମୋ ଜୀବନସାଥୀକୁ ନେଇ ଘରକୁ ଯାଉଛି ବୋଲି ବଜରଙ୍ଗ ଲେଖିଛନ୍ତି । ଆଗକୁ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ସଫଳ ହେବା ନେଇ ଆପଣଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଚାହୁଁଛି । ପୂର୍ବରୁ ଅଲିମ୍ପିକ ପରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଚାହିଁଥିଲେ । ମାତ୍ର କରୋନା ଯୋଗୁ ଅଲିମ୍ପିକ ଘୁଂଚିଲା ଫଳରେ ଉଭୟ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।
BREAKING NEWS
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Comments are closed.