Latest Odisha News

BREAKING NEWS

ଗାଗାରିନ୍‌ଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ

ଦୀର୍ଘ ବର୍ଷ ପରେ ଖୋଲିଲା ମୃତ୍ୟୁ ରହସ୍ୟ । ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍ ଅନ୍ତରୀକ୍ଷରେ ପହଂଚି ଇତିହାସ ରଚିଥିଲେ । ଅନ୍ତରୀକ୍ଷ ଯାତ୍ରାର ୭ ବର୍ଷ ପରେ ଗାଗାରିନଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କର ମୃତ୍ୟୁ ଏକ ପ୍ରକାର ରହସ୍ୟମୟ ହୋଇ ରହିଥିଲା । ଯାହାକି ଦୀର୍ଘ ୨୦ବର୍ଷ ପରେ ଉନ୍ମାଚିତ ହୋଇଛି । ମୃତ୍ୟୁ ରହସ୍ୟ ଯାଂଚ କରିବାକୁ ଏକ କମିଟି ଗଠନ କରାଯାଇଥିଲା । ମିଗ୍ ଫାଇଟର ବିମାନ ଉଡାଉଥିବା ବେଳେ ପ୍ରତିକୂଳ ପାଗ ଯୋଗୁ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିବା ଜଣା ପଡିଲା ।

Leave A Reply

Your email address will not be published.