Latest Odisha News

BREAKING NEWS

Browsing Tag

Aamir khan

୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆମିର୍‌ ଖାନ୍‌

ମୁମ୍ବାଇ : ଆଜି ବଲିଉଡର ଭେଟେରାନ ଅଭିନେତା ଆମିର୍‌ଖାନ୍‌ଙ୍କ ଜନ୍ମଦିନ ।  ୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆାମିର୍‌ ଖାନ୍‌ । ସବୁଆାଡ଼ୁ ଛୁଟୁଛି ଜନ୍ମଦିନ ଶୁଭେଚ୍ଛାର ସୁଅ  । ଆମୀର ଜଣେ ଭଲ ଅଭିନେତା ତଥା ଜଣେ ଭଲ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ  । ତାଙ୍କର ଅଭିନୟ କେବଳ…

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ଅମୀରଙ୍କ ଲାଲ ସିଂ ଚଢ଼ାକୁ ପସନ୍ଦ କଲେନି ଦର୍ଶକ

ମୁମ୍ବାଇ: ବିଭିନ୍ନ ସେଲିବ୍ରେଟିଙ୍କ ପ୍ରଚାର ଏବଂ ଉଦ୍ୟମ ସତ୍ୱେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଫିଲ୍ମକୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ବୟକଟ ଟ୍ରେଣ୍ଡ ଯୋଗୁ ଫିଲ୍ମ ଫ୍ଲପ ହେବା କୁହାଯାଉଥିଲେ ମଧ୍ୟ ଏଥିରେ କେତେକ କ୍ରିଟିକ୍ସ ସହମତି ହୋଇ ନାହାନ୍ତି । ସେମାନଙ୍କ ମତରେ ପୂର୍ବରୁ ବି…

ଫିଲ୍ମ ‘ରଙ୍ଗ୍‌ ଦେ ବସନ୍ତୀ’ ବିଳମ୍ବ ପାଇଁ ୮ କୋଟି ଦାବି କରିଥିଲେ ଅମୀର

ନୂଆଦିଲ୍ଲୀ: ନିକଟରେ ରାକେଶ ଓମପ୍ରକାଶ ମେହେରା ତାଙ୍କ ଆତ୍ମଜୀବନୀ ‘ଦ ଷ୍ଟ୍ରେଞ୍ଜର୍‌ ଇନ୍‌  ଦ ମିରର୍‌’ ମୁକ୍ତିଲାଭ କରିଥିଲା। ରିତା ରାମମୂର୍ତ୍ତି ଗୁପ୍ତାଙ୍କ ସହ-ଲିଖିତ ଏହି ପୁସ୍ତକରେ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଚଳଚ୍ଚିତ୍ର ଏବଂ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ। ଏଥିରେ ସେ ଆଉ…

ଫୋକସ୍‌ରେ ଆମେର

ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚିତ ହୋଇପଡିଛନ୍ତି ବଲିଉଡ଼ ଷ୍ଟାର ଆମେର ଖାନ୍ । ଇଣ୍ଡଷ୍ଟ୍ରୀରେ ଷ୍ଟାର ଦମ୍ପତ୍ତିଙ୍କ ପ୍ରେମରୁ ନେଇ ବିବାହ ବିଚ୍ଛେଦରେ ବି ନୂଆ ଟ୍ୱିଷ୍ଟ । ନିଜର ବିବାହ ବିଚ୍ଛେଦ ନେଇ ଉଭୟ ଆମେର -କିରଣ ଭିଡିଓ ମାଧ୍ୟମରେ ଜଣାଇଛନ୍ତି ।…

ଆମୀର ଖାନଙ୍କ ବିବାହ ବିଚ୍ଛେଦ ଉପରେ ଏମିତି କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବଲିଉଡ ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓ ୧୫ ବର୍ଷ ପରେ ବିବାହ ବିଚ୍ଛେଦ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ । ସେମାନଙ୍କର ଏହି ଘୋଷଣା ଲକ୍ଷ ଲକ୍ଷ ଫ୍ୟାନଙ୍କ ଚକିତ କରିଛି । ଆମୀରଙ୍କ ବିବାହ ବିଚ୍ଛେଦ ଖବର ପରେ ତାଙ୍କ ଉପରେ ନିର୍ଧୂମ ବର୍ଷିଛନ୍ତି କଂଗ୍ରେସ ବିଧାୟକ…

ଆମିରଙ୍କ ଝିଅ ଇରା ଖାନ ଦେଲେ ଫିଟନେସ ମନ୍ତ୍ର, ଦେଖନ୍ତୁ ଫଟୋ

ମୁମ୍ବାଇ: ଯେତେବେଳେ ସ୍ୱାସ୍ଥ୍ୟ ଏବଂ ଫିଟନେସ କଥା ଆସେ, ଆମିରଙ୍କ ଝିଅ ଇରା ଖାନ ସବୁବେଳେ ଆଗରେ ରୁହନ୍ତି । ଫିଟନେସ୍ ଉତ୍ସାହୀ ଇରା ଯୁବ ଗୋଷ୍ଠୀଙ୍କୁ ସବୁବେଳେ ଏ ନେଇ ସଚେତନ କରାଇବା ଦେଖିବାକୁ ମିଳେ । କିନ୍ତୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଏହି ଫୋଟ କୁ ନେଇ ସେ ଏବେ ଚର୍ଚ୍ଚାରେ ।…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ଅଟାରେ ଟଙ୍କା ଲୁଚେଇ ବାଣ୍ଟିଲେ ଆମିର ଖାନ୍ ?

ଭୁବନେଶ୍ୱର: ଚାରିଆଡେ ଚର୍ଚ୍ଚା । କରୋନା ମହାମାରୀ ସମୟରେ ଗରିବଙ୍କୁ ଅଟା ପ୍ୟାକେଟ୍‌ରେ ୧୫ହଜାର ଲେଖାଏଁ ଟଙ୍କା ବାଣ୍ଟିଲେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ । ତେବେ ଏ କଥା ଆମେ କହୁନୁ ବରଂ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ପୋଷ୍ଟଗୁଡିକ ଦାବି କରିଛି । ଦାବି…