Latest Odisha News

BREAKING NEWS

Browsing Tag

Sand Sculpture

ବଡ଼ଦିନ ପାଇଁ ଚଳଚଞ୍ଚଳ ପୁରୀ ସହର ଓ ବେଳାଭୂମି, ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ପୁରୀ : ବଡ଼ଦିନ ତଥା ଖ୍ରୀଷ୍ଟମାସ ପାଇଁ ଲୋକାରଣ୍ୟ ହୋଇଛି ଜଗନ୍ନାଥଧାମ ପୁରୀ । ସେପଟେ ଆଜି ପୁରୀ  ବେଳାଭୂମିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ମନ ମୋହୁଛି ଖ୍ରୀଷ୍ଟମାସର ବାଲୁକା କଳା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ  କୁମାର ସାହୁଙ୍କ ହାତର ଯାଦୁ ଦେଖିବା…

ବିିଶ୍ୱ ପର୍ଯ୍ୟଟନ ଦିବସ ପାଇଁ ବାଲୁକା ଶିଳ୍ପୀ ମାନସ ପ୍ରସ୍ତୁତ କଲେ ବାଲୁକା କଳା

ପୁରୀ: କରୋନା ମହାମାରୀ ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଆଶା ରହିଛି ଏହି ପରିସ୍ଥିତିରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ନିଜ ବାଲୁକା କଳା ମାଧ୍ୟମରେ…

ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପୂର୍ବରୁ ପୁରୀ ବେଳାଭୁମିରେ ବାଲୁକା ପ୍ରତିରୂପ ପ୍ରସ୍ତୁତ କଲେ ସୁଦର୍ଶନ

ପୁରୀ: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେବ । ତେବେ ପୁରୀ ବେଳା ଭୂମିରେ ଦେଖିବାକୁ ମିଳିଛି ରାମ ମନ୍ଦିର ଡିଜାଇନ୍‌ର ଅବିକଳ ପ୍ରତିରୂପ । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହିପରି ଏକ…

ସୁଦର୍ଶନଙ୍କ ବାଲୁକା କଳାରେ ଚକା ଆଖି, ତିନି ରଥ ଓ ଶ୍ରୀଜିଉ

ପୁରୀ : କରୋନା ସଂକ୍ରମଣ ପାଇଁ ଭକ୍ତକୁ ବଡ ଦାଣ୍ଡ ମନା । ଗୁଣ୍ଡିଚା ପରି ବାହୁଡାରେ ବି ରଥ ଉପରେ ସେଇ ଚକା ଆଖିକୁ ଦେଖିବାର ସୁଯୋଗ ନାହିଁ । ସେପଟେ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଚକା ଆଖି, ତିନି ରଥ ଓ ତିନି ଠାକୁରଙ୍କୁ ଦର୍ଶାଇଛନ୍ତି । ବାହୁଡା ଯାତ୍ରା ଅବସରରେ…