Latest Odisha News

BREAKING NEWS

[ଭିଡିଓ] ମାଲିକ ଓ ପୋଷା କୁକୁରର ନିଆରା ଯୁଗଳବନ୍ଦୀ !

ଭୁବନେଶ୍ୱର: ସଙ୍ଗୀତରେ ଅନେକଥର ଆପଣ ଯୁଗଳବନ୍ଦୀ ଦେଖିଥିବେ ଆଉ ଉପଭୋଗ ବି କରିଥିବେ । ହେଲେ ମଣିଷ ସହ ଯଦି ଜଣେ ପଶୁ ଗୀତ ଗାଏ, ତେବେ ଏହାକୁ ଆପଣ କିପରି ଗ୍ରହଣ କରିବେ ? ଏପରି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

କମେଡିଆନ୍ ରୋହିତ ନାୟର ଏହି ଭିଡିଓଟିକୁ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ ନିଜ ପୋଷା କୁକୁର ସହ ଆଳାପ କରିବାରେ ନଜର ଆସିଛନ୍ତି । ରୋହିତଙ୍କୁ ନକଲ କରିବାକୁ ଯାଇ ତାଙ୍କ ପୋଷା କୁକୁର ଜୋ ବି କିଛି କମ୍ ନଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ରାଗ୍ ଭାଓକାର୍ ଭାବେ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.