Latest Odisha News

BREAKING NEWS

Browsing Tag

Dog

କୁକୁର ପାଳନ ନେଇ ବିଏମସି ଆଣିଲା ନୂଆ ନିୟମ, ନ ମାନିଲେ ୧୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜଧାନୀରେ ପୋଷା କୁକୁର ରଖିବା ଲାଗି ବିଏମସି ବୈଠକରେ ବାଇ ଲ ପାରିତ ହୋଇଛି । ବିଜ୍ଞପ୍ତି ଅନୁସାରେ, କୁକୁର ରଖିବାକୁ ହେଲେ ବିଏମସି ନିକଟରେ ପଞ୍ଜିକରଣ କରିବାକୁ ପଡ଼ିବ । ୫ ଶହ ଟଙ୍କା ଦେଇ ମାଲିକ ବିଏମସି କାର୍ଯ୍ୟାଳୟରେ ପୋଷା କୁକୁରର ପଞ୍ଜିକରଣ କରିବେ । କୌଣସି ବ୍ୟକ୍ତି…

ଏହି ମନ୍ଦିରରେ ରହିଛି ଅଜବ ପ୍ରଥା, କୁକୁରର କରାଯାଏ ନାମକରଣ

ନୂଆଦିଲ୍ଲୀ : ପ୍ରତ୍ୟେକ ମଣିଷ ଏ ପୃଥିବୀକୁ ଆସିଲେ ତା’ର ଜନ୍ମ ପୂଜାରେ ‘ନାମକରଣ’ କରାଯାଏ । ଆଉ ସେହି ନାଁରେ ସେ ସମାଜରେ ପରିଚିତ ହୋଇଥାଏ ।  କିଏ ସ୍ନେହରେ ‘ଧନ’ ଡାକନ୍ତି ତ କିଏ କିଏ  ନାମକରଣ କରାଯାଇଥିବା ନାଁ ଧରି ଡାକିଥାଆନ୍ତି । ତେବେ ମଣିଷ ଛୁଆ ଜନ୍ମ ପରେ ରୀତିନୀତି ଅନୁଯାୟୀ ପୂଜା…

ସ୍କିପିଂ ଖେଳି ବିଶ୍ବ ରେକର୍ଡ ହାତେଇଲା କୁକୁର

ଲୋକମାନେ ନିଜର ଦକ୍ଷତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣମାନେ ବି ମଧ୍ୟ କେବେ ନା କେବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ । ଯେଉଁମାନେ ନିଜର ପ୍ରତିଭା ସହିତ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥାନ୍ତି। ହେଲେ ଏହା ବି ଜାଣିଥିବେ ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ହେଲେ ଆମେ…

କୁକୁର ନାଁରେ ୪ ହଜାର କୋଟିର ସମ୍ପତ୍ତି

ନ୍ୟୁୟର୍କ: ସାଧାରଣତଃ ଧନ ସମ୍ପତ୍ତି ମଣିଷ ପାଖରେ ଅଧିକ ରହିଥାଏ । ଗୋଟିଏ କୁକୁର କୋଟି କୋଟି ଟଙ୍କାର ମାଲିକ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।  ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ଭାବେ ପରିଚିତ। ଏହି କୁକୁର ପାଖରେ ଭାରତର…

ମଣିଷ ମରା ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବଣୁଆ କୁକୁରଙ୍କ ଚାଲିଥିଲା ଆତଙ୍କରାଜ୍‌ । ସରକାରଙ୍କ ନିର୍ଦ୍ଦେଶକ୍ରମେ କୁକୁରଙ୍କୁ କରାଗଲା ନିପାତ୍‌ ।  ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ…

ଢେଲା ମାରି କୁକୁରକୁ ମାରି ଦେଲେ ପଡ଼ୋଶୀ, ଥାନାରେ ଏତଲା

ଅନୁଗୁଳ: ପୁଅ ପରି କୁକୁରକୁ ପାଳିଥିଲେ । ୪ ବର୍ଷର ଜିମି ଥିଲା ଘରର ସଦସ୍ୟ । ସାନଠୁ ବଡ଼ ଜିମି ପାଇଁ ପାଗଳ ଥିଲେ । ହେଲେ କୁକୁର ପ୍ରତି ପରିବାରର ଅନାବଳି ସ୍ନେହକୁ ସହ୍ୟ କରି ପାରୁ ନଥିଲେ ପଡ଼ୋଶୀ । ଶେଷରେ ପଡ଼ୋଶୀଙ୍କ ଇଟା ଓ ଢେଲା ମାଡ଼ରେ ଜିମିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ…

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ…

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି । ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ…

କୁକୁର ଠାରୁ ମଣିଷକୁ ବ୍ୟାପୁଛି କରୋନା, ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପୁଛି କି ନାହିଁ ସେନେଇ ସ୍ପଷ୍ଟ କରାଯାଇପାରିବ ନାହିଁ। କିନ୍ତୁ କୁକୁର ଠାରେ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ନିକଟରେ ହୋଇଥିବା ଏକ ଷ୍ଟଡିରୁ ଜଣାପଡିଛି ଯେ ନିମୋନିଆରେ ପୀଡିତ କେତେକ ରୋଗୀଙ୍କଠାରେ ଏହି କରୋନା ଭୁତାଣୁ…

ରତନ ଟାଟାଙ୍କ ପୋଷା କୁକୁର ନାଁ ଗୋଆ, ଜାଣନ୍ତୁ କାହିଁକି ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ଅଜଣା ନୁହଁନ୍ତି ରତନ ଟାଟା । ହେଲେ ନିକଟରେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ବିଷୟରେ ହୁଏ ତ ଅନେକ ଜାଣିନଥିବେ । ଦୀପାବଳି ଅବସରରେ ସେ ଏକାଧିକ କୁକୁରଙ୍କ ସହ ଫଟୋ ଉଠାଇ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ସେହି କୁକୁରଙ୍କ…