Latest Odisha News

BREAKING NEWS

ବଜରଙ୍ଗ ବାଣ-ଚାଳିଶା ସହ ଏହିପରି କରନ୍ତୁ ପୂଜା: ନିଶ୍ଚିତ ପାଇବେ ଶ୍ରୀହନୁମାନଙ୍କ ଆଶୀର୍ବାଦ…

ପାରିବାରିକ ଶାନ୍ତି ପାଇଁ ଘରେ ଶ୍ରୀହନୁମାନଙ୍କ ପାଖରେ ରାଶି ତେଲ ର ଦୀପ ଲଗାନ୍ତୁ । ଝୁଣା, ଗୋଗୁଳ, ଧୂପ ଘରେ ଲଗାନ୍ତୁ । ହନୁମାନ ଚାଲିଶା ପାଠ ମଧ୍ୟ କରିବେ । ପ୍ରତି ଶନିବାର ଦିନ ଲୁଣ ପାଣିରେ ଘରକୁ ପୋଛନ୍ତୁ ।

ରୋଗ ଯଦି ବାରମ୍ବାର ଲାଗି ରହୁଛି ତେବେ ଶନିବାର ଦିନ ଗୋଟିଏ ନଡ଼ିଆକୁ ଧରି ଯେଉଁ ଵ୍ୟକ୍ତି ର ଶରୀର ପୀଡା ଥିବ, ସେହି ବ୍ୟକ୍ତି ର ଚାରିପାଖରେ ୭ ଥର ବୁଲାଇ ସେହି ନଡିଆ କୁ ହନୁମାନ ମନ୍ଦିରରେ ବକ୍ଟ୍ରବକ୍ସଦ୍ଭବ କରିଦିଅନ୍ତୁ ।ଏହିପରି ୫ ଟି ଶନିବାର କରନ୍ତୁ ଏବଂ ହନୁମାନ ମାର୍ଜନା ପାଣିରେ ରୋଗୀ କୁ ଗାଧୋଇ ଦିଅନ୍ତୁ । ପ୍ରତି ମଙ୍ଗଳବାର ଓ ଶନିବାର ଦିନ ଭବହବକ୍ସବଦ୍ଭଶଭବଦ୍ଭବ ପାଠ କରନ୍ତୁ ।

ଚାକିରୀରେ ସଫଳତା ପାଇବା ପାଇଁ ଗୋଟିଏ ନଡ଼ିଆରେ ହନୁମାନ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରିବେ । ସେହି ନଡ଼ିଆ କୁ ଘରେ ରଖି ପୂଜା କରନ୍ତୁ ।

ଭୁତ, ପ୍ରେତ ଭୟ ରୁ ରକ୍ଷା ପାଇବା ପାଇଁ ହନୁମାନ ମନ୍ଦିରରୁ ପତାକା ଆଣି ତାହାକୁ ଘରର ଐଶନ୍ୟ। କୋଣରେ ବାନ୍ଧି ଦିଅନ୍ତୁ ।
ଶ୍ୱେତ ସୋରିଷ କୁ ଗାୟତ୍ରୀ ମନ୍ତ୍ର ରେ ଅଭିମନ୍ତ୍ରିତ କରି ଘରର ଚାରିପାଖରେ ବିଞ୍ଚି ଦିଅନ୍ତୁ ।

ଘରେ ହନୁମାନ ପୂଜା କରାଇ ୧୦୮ ଚାଲିଶା ପାଠ କରାନ୍ତୁ ।

Leave A Reply

Your email address will not be published.